ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସ୍ୱଭାବ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସ୍ୱଭାବ   ବିଶେଷ୍ୟ

ଅର୍ଥ : ବ୍ୟକ୍ତି ବା ବସ୍ତୁଠାରେ ସବୁବେଳେ ପ୍ରାୟତଃ ଏକ ପ୍ରକାରର ମୁଖ୍ୟ ଗୁଣ

ଉଦାହରଣ : ସେ ସ୍ୱଭାବରେ ଲାଜକୁଳା

ସମକକ୍ଷ : ପ୍ରକୃତି

व्यक्ति या वस्तु में सदा प्रायः एक-सा बना रहने वाला मूल या मुख्य गुण।

वह स्वभाव से शर्मीला है।
अनूक, अयान, अवग्रह, ढब, धरम, धर्म, निसर्ग, प्रकृति, प्रवृत्ति, फ़ितरत, फितरत, मिज़ाज, मिजाज, वृत्ति, सिफत, सिफ़त, सुभाव, स्पिरिट, स्वभाव

The essential qualities or characteristics by which something is recognized.

It is the nature of fire to burn.
The true nature of jealousy.
nature

ଅର୍ଥ : ସେହି ପ୍ରକୃତି ଯାହା ବ୍ୟବହାରର ଲଗାତର ପ୍ରୟାସରେ ମିଳିଥାଏ

ଉଦାହରଣ : ପ୍ରତିଦିନ ସକାଳେ ଜଲ୍‌ଦି ଉଠିବା ତାର ଅଭ୍ୟାସ ଝଗଡ଼ା ଲଗେଇବା ତାହାର ଅଭ୍ୟାସ

ସମକକ୍ଷ : ଅଭ୍ୟାସ, ଚରିତ୍ର

व्यवहार की वह प्रकृति जो लगातार दोहराव से प्राप्त होती है।

उसे प्रतिदिन सुबह जल्दी जगने की आदत है।
अभ्यास, आदत, चरित्र, चाल, टेव, ढब, परन, परनि, बान, सुभाव, स्वभाव

ଅର୍ଥ : କୌଣସି ବସ୍ତୁର ଗୁଣ ସୂଚକ

ଉଦାହରଣ : କଦଳୀ, ଅମୃତଭଣ୍ଡା, କଖାରୁଆଦି ଥଣ୍ଡା ସ୍ୱଭାବର ତଥା ଅଦା, ରସୁଣ, ପିଆଜ୍ଆଦି ଗରମ ସ୍ୱଭାବର ହୁଏ

ସମକକ୍ଷ : ଗୁଣ, ପ୍ରକୃତି

किसी वस्तु के गुण का सूचक।

केला, पपीता, सीताफल आदि ठंड़े तासीर के तथा अदरक,लहसुन, प्याज आदि गरम तासीर के होते हैं।
तासीर