ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରିୟାଜ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରିୟାଜ   ବିଶେଷ୍ୟ

ଅର୍ଥ : ପୂର୍ଣ୍ଣତା ବା ଦକ୍ଷତା ପାଇବା ନିମନ୍ତେ ବାରମ୍ବାର ଗୋଟିଏ କାମର ସାଧନା

ଉଦାହରଣ : ନିରନ୍ତର ଅଭ୍ୟାସରେ ଦକ୍ଷତା ମିଳିପାରେ

ସମକକ୍ଷ : ଅଭ୍ୟାସ, ଆବୃତ୍ତି, ବାରମ୍ବାର ପାଠ

पूर्णता या दक्षता प्राप्त करने के लिए बार-बार एक ही क्रिया का साधन।

निरंतर अभ्यास से दक्षता पाई जा सकती है।
अभ्यास, आम्नाय, प्रैक्टिस, मश्क, मश्क़, रियाज, रियाज़

Systematic training by multiple repetitions.

Practice makes perfect.
drill, exercise, practice, practice session, recitation

ଅର୍ଥ : ଭକ୍ତିର ଏକ ଭେଦ ଯେଉଁଥିରେ ଭଗବାନଙ୍କ ଗୁଣର ବର୍ଣ୍ଣନା ଗାନଦ୍ୱାରା କରାଯାଏ

ଉଦାହରଣ : କୀର୍ତ୍ତନ ନବଧା ଭକ୍ତିର ଅନ୍ତର୍ଭୁକ୍ତ

ସମକକ୍ଷ : ଅଭ୍ୟାସ, ଆବୃତ୍ତି, ବାରମ୍ବାର ପାଠ

ईश्वर संबंधी गुणों का गाकर किया जाने वाला वर्णन या गुणगान।

कीर्तन भी नवधा भक्ति में से एक है।
कीर्तन, संकीर्तन