ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତପସ୍ୟା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତପସ୍ୟା   ବିଶେଷ୍ୟ

ଅର୍ଥ : ଚିତ୍ତକୁ ଭୋଗ ବିଳାସରୁ ହଟାଇବା ନିମନ୍ତେ କରାଯାଉଥିବା କଷ୍ଟକର ଧାର୍ମିକ କାର୍ଯ୍ୟ

ଉଦାହରଣ : ଦସ୍ୟୁ ରତ୍ନାକର କଠୋର ତପସ୍ୟା କରି ବାଲ୍ମିକୀ ହୋଇଥିଲେ

ସମକକ୍ଷ : ତପ, ତପଶ୍ଚରଣ

वे कष्टकर धार्मिक कार्य जो चित्त को भोगविलास से हटाने के लिए किए जाएँ।

दस्यु रत्नाकर कठोर तपस्या से वाल्मीकि बने थे।
जोग, तप, तपश्चरण, तपश्चर्या, तपस, तपसा, तपस्या, तपोव्रत, योग

The prescribed procedure for conducting religious ceremonies.

ritual

ଅର୍ଥ : କୌଣସି କାର୍ଯ୍ୟ ସିଦ୍ଧକରିବାପାଇଁ କରାଯାଉଥିବା କଠିନ ପରିଶ୍ରମ

ଉଦାହରଣ : ଅର୍ଜୁନଙ୍କ ସାଧନା ତାଙ୍କୁ ଜଣେ ବଡ଼ ଧନୁର୍ଦ୍ଧର କରିଥିଲ

ସମକକ୍ଷ : ଅଧ୍ୟବସାୟ, ଅଭ୍ୟାସ, ତାଲିମ୍‌, ପ୍ରଯତ୍ନ, ବିହିତ ପ୍ରକ୍ରିୟା, ବ୍ରତ, ସାଧନା

कोई कार्य सिद्ध करने के लिए किया जाने वाला कठिन परिश्रम।

अर्जुन की साधना ने उसे एक बड़ा धनुर्धर बना दिया।
अध्यवसाय, आकूति, तकरीब, तक़रीब, तप, तपस्या, सतत प्रयत्न, साधना

Persevering determination to perform a task.

His diligence won him quick promotions.
Frugality and industry are still regarded as virtues.
diligence, industriousness, industry