ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ପୂର୍ଣ୍ଣତା ବା ଦକ୍ଷତା ପାଇବା ନିମନ୍ତେ ବାରମ୍ବାର ଗୋଟିଏ କାମର ସାଧନା
ଉଦାହରଣ : ନିରନ୍ତର ଅଭ୍ୟାସରେ ଦକ୍ଷତା ମିଳିପାରେ
ସମକକ୍ଷ : ଅଭ୍ୟାସ, ଆବୃତ୍ତି, ରିୟାଜ
पूर्णता या दक्षता प्राप्त करने के लिए बार-बार एक ही क्रिया का साधन।
Systematic training by multiple repetitions.
ଅର୍ଥ : ଭକ୍ତିର ଏକ ଭେଦ ଯେଉଁଥିରେ ଭଗବାନଙ୍କ ଗୁଣର ବର୍ଣ୍ଣନା ଗାନଦ୍ୱାରା କରାଯାଏ
ଉଦାହରଣ : କୀର୍ତ୍ତନ ନବଧା ଭକ୍ତିର ଅନ୍ତର୍ଭୁକ୍ତ
ईश्वर संबंधी गुणों का गाकर किया जाने वाला वर्णन या गुणगान।
ସଂସ୍ଥାପନ କରନ୍ତୁ