ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବ୍ରତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବ୍ରତ   ବିଶେଷ୍ୟ

ଅର୍ଥ : କୌଣସି କାମ କରିବାପାଇଁ ନିଆଯାଇଥିବା ଦୃଢ଼ ନିର୍ଣ୍ଣୟ ବା ନିଷ୍ପତ୍ତି

ଉଦାହରଣ : ଛାତ୍ରଟି ଚୋରି ନ କରିବାପାଇଁ ସଂକଳ୍ପ ନେଇଛି

ସମକକ୍ଷ : ଦୃଢ଼ ନିର୍ଣ୍ଣୟ, ନିଷ୍ପତି, ସଂକଳ୍ପ

कोई कार्य करने के लिए लिया गया दृढ़ निर्णय या निश्चय।

छात्र ने चोरी न करने का संकल्प लिया।
अहद, इकदाम, पक्का इरादा, व्रत, संकल्प

ଅର୍ଥ : ପୁଣ୍ୟ ବା ଧାର୍ମିକ ଅନୁଷ୍ଠାନପାଇଁ ନିୟମପୂର୍ବକ ରହି କିଛି ଧାର୍ମିକ କୃତ୍ୟ, ଉପବାସ ଆଦି କରିବା ପ୍ରକ୍ରିୟା

ଉଦାହରଣ : ସେ ପ୍ରତି ଶନିବାର ଦିନ ହନୁମାନଙ୍କ ବ୍ରତ ପାଳନ କରନ୍ତି

ସମକକ୍ଷ : ଓଷା

पुण्य या धार्मिक अनुष्ठान के लिए नियमपूर्वक रहकर कुछ धार्मिक कृत्य, उपवास आदि करने की क्रिया।

वह प्रत्येक शनिवार को हनुमानजी का व्रत रखता है।
व्रत

A solemn pledge (to oneself or to another or to a deity) to do something or to behave in a certain manner.

They took vows of poverty.
vow

ଅର୍ଥ : ନିୟମ ଅନୁସାରେ କୌଣସି କାର୍ଯ୍ୟ କରିବାର ପ୍ରକ୍ରିୟା

ଉଦାହରଣ : ଜେଜେମାଙ୍କର ପୂଜାବିଧି କୌଣସି ଅବସ୍ଥାରେ ବି ବନ୍ଦ ହୁଏନାହିଁ

ସମକକ୍ଷ : ଅନୁଷ୍ଠାନ, ଓଷା, ପୂଜାବିଧି

नियमानुसार कोई कार्य करने की क्रिया।

दादी का अनुष्ठान किसी भी सूरत में भंग नहीं होता।
अनुष्ठान

Any customary observance or practice.

rite, ritual

ଅର୍ଥ : କୌଣସି କାର୍ଯ୍ୟ ସିଦ୍ଧକରିବାପାଇଁ କରାଯାଉଥିବା କଠିନ ପରିଶ୍ରମ

ଉଦାହରଣ : ଅର୍ଜୁନଙ୍କ ସାଧନା ତାଙ୍କୁ ଜଣେ ବଡ଼ ଧନୁର୍ଦ୍ଧର କରିଥିଲ

ସମକକ୍ଷ : ଅଧ୍ୟବସାୟ, ଅଭ୍ୟାସ, ତପସ୍ୟା, ତାଲିମ୍‌, ପ୍ରଯତ୍ନ, ବିହିତ ପ୍ରକ୍ରିୟା, ସାଧନା

कोई कार्य सिद्ध करने के लिए किया जाने वाला कठिन परिश्रम।

अर्जुन की साधना ने उसे एक बड़ा धनुर्धर बना दिया।
अध्यवसाय, आकूति, तकरीब, तक़रीब, तप, तपस्या, सतत प्रयत्न, साधना

Persevering determination to perform a task.

His diligence won him quick promotions.
Frugality and industry are still regarded as virtues.
diligence, industriousness, industry