ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚରିତ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚରିତ୍ର   ବିଶେଷ୍ୟ

ଅର୍ଥ : ଜୀବନରେ କରାଯାଉଥିବା ଆଚରଣ ବା କାର୍ଯ୍ୟ

ଉଦାହରଣ : ସବୁଲୋକ ତା ଚରିତ୍ରର ପ୍ରଶଂସା କରନ୍ତି

ସମକକ୍ଷ : ଆଚାର, ଚାଲିଚଳନ, ରଂଗଢ଼ଙ୍ଗ

जीवन में किया जाने वाला आचरण या कार्य।

उसके चरित्र की प्रशंसा सभी लोग करते हैं।
आचार, चरित, चरित्र, चाल-चलन, चाल-ढाल, चालचलन, चालढाल, रंग-ढंग, रंगढंग

Manner of acting or controlling yourself.

behavior, behaviour, conduct, doings

ଅର୍ଥ : ଜୀବନରେ କରାଯାଉଥିବା କାର୍ଯ୍ୟ ବା ଆଚରଣର ସ୍ୱରୂପ ଯାହା ଅନ୍ୟର ଯୋଗ୍ୟତା, ମନୁଷ୍ୟତ୍ୱଆଦିକୁ ସୂଚିତ କରେ

ଉଦାହରଣ : ଚରିତ୍ର ମନୁଷ୍ୟର ଯୋଗ୍ୟତାକୁ ଦର୍ଶାଏ

जीवन में किए जाने वाले कार्यों या आचरणों का स्वरूप जो किसी की योग्यता, मनुष्यत्व आदि का सूचक होता है।

चरित्र मनुष्य की योग्यता को दर्शाता है।
चरित्र

The inherent complex of attributes that determines a persons moral and ethical actions and reactions.

Education has for its object the formation of character.
character, fiber, fibre

ଅର୍ଥ : ସେହି ପ୍ରକୃତି ଯାହା ବ୍ୟବହାରର ଲଗାତର ପ୍ରୟାସରେ ମିଳିଥାଏ

ଉଦାହରଣ : ପ୍ରତିଦିନ ସକାଳେ ଜଲ୍‌ଦି ଉଠିବା ତାର ଅଭ୍ୟାସ ଝଗଡ଼ା ଲଗେଇବା ତାହାର ଅଭ୍ୟାସ

ସମକକ୍ଷ : ଅଭ୍ୟାସ, ସ୍ୱଭାବ

व्यवहार की वह प्रकृति जो लगातार दोहराव से प्राप्त होती है।

उसे प्रतिदिन सुबह जल्दी जगने की आदत है।
अभ्यास, आदत, चरित्र, चाल, टेव, ढब, परन, परनि, बान, सुभाव, स्वभाव

ଅର୍ଥ : କୌଣସି ସାହିତ୍ୟିକ କୃତିର ଚରିତ୍ର

ଉଦାହରଣ : ଅମିତାଭ ବଚନ ଯେ କୌଣସି ଚରିତ୍ରକୁ ଜୀବନ୍ତ କରିପାରନ୍ତି

ସମକକ୍ଷ : ଭୂମିକା

किसी साहित्यिक कृति का चरित्र।

अमिताभ बच्चन किसी भी किरदार को जीवंत कर देते हैं।
किरदार

An actor's portrayal of someone in a play.

She played the part of Desdemona.
character, part, persona, role, theatrical role

ଅର୍ଥ : ନାଟକ, ଉପନ୍ୟାସଆଦିରେ କୌଣସି ବ୍ୟକ୍ତି ଯାହାର କଥାବସ୍ତୁରେ କୌଣସି ସ୍ଥାନ ଅଛି ବା କିଛି ଚରିତ୍ର ଦେଖାଯାଏ

ଉଦାହରଣ : ନାଟକରେ ସବୁ ଚରିତ୍ରମାନେ ଜୀବନ୍ତ ଅଭିନୟ କଲେ

ସମକକ୍ଷ : ପାତ୍ର

कथानक, उपन्यास आदि में का वह व्यक्ति जिसका कथा वस्तु में कोई स्थान हो या जिसका कुछ चरित्र दिखाया गया हो।

नाटक के सभी पात्रों ने सजीव अभिनय किया।
चरित्र, पात्र, मौज़ू, मौज़ूँ, मौजूँ, मौजूं