ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆୟତ୍ତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆୟତ୍ତ   ବିଶେଷ୍ୟ

ଅର୍ଥ : କାହାକୁ ଅଧୀନକୁ ଆଣିବାର ପ୍ରକ୍ରିୟା

ଉଦାହରଣ : ହିଂସ୍ର ପଶୁଙ୍କୁ ବଶ କରିବା ଅତି କଷ୍ଟ

ସମକକ୍ଷ : ବଶ

किसी को अधीन करने की क्रिया या किसी को अधीन में लाने की क्रिया।

खूँखार जानवरों का अधीनीकरण कठिन होता है।
अधीनीकरण, बसीकरन, वशीकरण

The act of conquering.

conquering, conquest, subjection, subjugation

ଅର୍ଥ : ନିୟମିତ ରୂପେ କୌଣସି କଥାର ଅନୁସରଣ

ଉଦାହରଣ : ସମୟର ଅଧୀନରେ ଥାଇ ଆଜି ବି ତାଙ୍କର କିଛି ଉତ୍ତର ନାହିଁ

ସମକକ୍ଷ : ଅଧୀନ

नियमित रूप से किसी बात का अनुसरण।

समय की पाबंदी में आज भी उनका कोई जवाब नहीं।
पाबंदी, पाबन्दी

An act of limiting or restricting (as by regulation).

limitation, restriction

ଆୟତ୍ତ   ବିଶେଷଣ

ଅର୍ଥ : ଯେ ବଶରେ ନାହିଁ

ଉଦାହରଣ : ଅର୍ଜୁନ କହିଲେ, ହେ ମାଧବ! ଏହି ଚଞ୍ଚଳ ମନକୁ ବଶ କରିବାପାଇଁ ଉପାୟ ବତାନ୍ତୁ

ସମକକ୍ଷ : ବଶହୀନ, ସ୍ଥିର

जो वश में न हो।

अर्जुन ने कहा कि हे माधव! इस अवश्य मन को वश में करने का उपाय बताइये।
अवश्य, वश से परे

ଅର୍ଥ : ନିୟମ,ବିଧି,ସମୟ ଆଦି ନିୟମିତ ରୂପରେ ପାଳନ କରୁଥିବା ବ୍ୟକ୍ତି

ଉଦାହରଣ : ରାଜା ବ୍ରିଟେନ ସରକାରଙ୍କ ଅଧୀନ ଥିଲେ

ସମକକ୍ଷ : ଅଧୀନ, ଅନୁଗତ, ଶାସନାନ୍ତର୍ଗତ

नियम, विधि, समय आदि का नियमित रूप से पालन करने वाला।

राजा ब्रितानी सरकार के पाबंद थे।
पाबंद, पाबन्द

Acting or arriving or performed exactly at the time appointed.

She expected guests to be punctual at meals.
He is not a particularly punctual person.
Punctual payment.
She is always on time for class.
on time, punctual

ଅର୍ଥ : ଯେ କାହାରି ବଶରେ ଅଛି

ଉଦାହରଣ : ଭାରତ ବହୁତ ଦିନଧରି ଇଂରେଜମାନଙ୍କ ଅଧୀନରେ ଥିଲା

ସମକକ୍ଷ : ଅଧୀନ, ଅନୁଗତ

जो किसी के वश में हो।

भारत बहुत समय तक अंग्रेजों के अधीन था।
अधीन, आधीन

Subject or submissive to authority or the control of another.

A subordinate kingdom.
subordinate