ଅର୍ଥ : କାବ୍ୟର ନଅଟି ରସ ମଧ୍ୟରୁ ଗୋଟିଏ
ଉଦାହରଣ :
ସଂସାରର ଅସାରତାର ଜ୍ଞାନ ବା ପରମାତ୍ମାଙ୍କ ସ୍ୱରୂପର ଚିନ୍ତନ ହେଉଛି ଶାନ୍ତ ରସର ପୃଷ୍ଠଭୂମି
ସମକକ୍ଷ : ଶାନ୍ତ ରସ
ଅର୍ଥ : ମନୁଙ୍କର ଏକ ପୁତ୍ର
ଉଦାହରଣ :
ଶାନ୍ତଙ୍କ ବର୍ଣ୍ଣନା ମନୁସ୍ମୃତିରେ ଦେଖିବାକୁ ମିଳେ
ଅର୍ଥ : ଯିଏ ଚଞ୍ଚଳ ନୁହେଁ
ଉଦାହରଣ :
ସେ ଗମ୍ଭୀର ସ୍ୱଭାବର ବ୍ୟକ୍ତି
ସମକକ୍ଷ : ଅଚଞ୍ଚଳ, ଗମ୍ଭୀର, ଥଣ୍ଡା ମିଜାଜ୍, ସୌମ୍ୟ, ସ୍ଥିର
ଅର୍ଥ : ଯାହାର ସ୍ୱଭାବରେ କ୍ରୋଧ ବା ଆବେଶ ନଥାଏ
ଉଦାହରଣ :
ରୋହିତର ଶାନ୍ତ ସ୍ୱଭାବ ସମସ୍ତଙ୍କୁ ଭଲ ଲାଗେ
ସମକକ୍ଷ : ଥଣ୍ଡା
ଅର୍ଥ : ଧୈର୍ଯ୍ୟ ରଖିବା ଲୋକ
ଉଦାହରଣ :
ଧୈର୍ଯ୍ୟଶୀଳ ବ୍ୟକ୍ତି ଧୈର୍ଯ୍ୟ ସହକାରେ କଠିନ କାର୍ଯ୍ୟ ଉପରେ ବିଜୟ କରିନିଏ
ସମକକ୍ଷ : ଧୀର, ଧୈର୍ଯ୍ୟବାନ୍, ଧୈର୍ଯ୍ୟଶୀଳ
ଅର୍ଥ : ଯାହାର ଚିତ୍ତ ସ୍ଥିର
ଉଦାହରଣ :
ସ୍ଥିରଚିତ୍ତ ବ୍ୟକ୍ତି ବିପତ୍ତିରେ ଭୟ କରନ୍ତି ନାହିଁ
ସମକକ୍ଷ : ଅଚଞ୍ଚଳ, ପ୍ରଶାନ୍ତ, ସୁଶାନ୍ତ, ସ୍ଥିର, ସ୍ଥିରଚିତ୍ତ