ଅର୍ଥ : ଏକ ଶ୍ରେଣୀରେ ପଢ଼ୁଥିବା ସମସ୍ତ ବିଦ୍ୟାର୍ଥୀ
ଉଦାହରଣ :
ଜଣେ ଛାତ୍ର ଯୋଗୁଁ ପୂରା ଶ୍ରେଣୀକୁ ଦଣ୍ଡ ମିଳିଲା
ସମକକ୍ଷ : କ୍ଲାସ୍
ଅର୍ଥ : ଯେଉଁମାନେ ଏକା ସହିତ ସ୍ନାତକ କରିଛନ୍ତି ବା କରୁଛନ୍ତି ସେହି ବିଦ୍ୟାର୍ଥୀମାନଙ୍କର ବର୍ଗ
ଉଦାହରଣ :
ଶ୍ୟାମା ବିଶ୍ୱବିଦ୍ୟାଳୟରେ ମୋ ଶ୍ରେଣୀରେ ଥିଲା
ଅର୍ଥ : ଯୋଗ୍ୟତା ଓ କର୍ତ୍ତବ୍ୟ ଆଦିର ବିଚାରରେ ହୋଇଥିବା ବିଭାଗ
ଉଦାହରଣ :
ଗାନ୍ଧିଜୀ ଜଣେ ଉଚ୍ଚ ଶ୍ରେଣୀର ନେତା ଥିଲେ
ସମକକ୍ଷ : ବର୍ଗ