ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କକ୍ଷ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କକ୍ଷ   ବିଶେଷ୍ୟ

ଅର୍ଥ : ନିୟତ ବା ନିୟମିତ ଏବଂ ପ୍ରାୟ ଗୋଲାକାର ମାର୍ଗ ଯାହା ଉପରେ କୌଣସି ଜିନିଷ, ବିଶେଷକରି ଖଗୋଳୀୟ ପିଣ୍ଡ ବୁଲନ୍ତି

ଉଦାହରଣ : ପୃଥିବୀ ନିଜ ପରିଧିରେ ବୁଲୁଥାଏ

ସମକକ୍ଷ : ପରିଧି

नियत या नियमित और प्रायः गोलाकार वह मार्ग जिस पर कोई चीज़, विशेषकर खगोलीय पिंड चलती, घूमती या चक्कर लगाती हो।

पृथ्वी अपनी परिधि में घूमती है।
कक्षा, घेरा, चक्कर, परिक्रमा-पथ, परिक्रमा-मार्ग, परिधि, परिभ्रमण, प्रदक्षिणा-पथ, प्रदक्षिणा-मार्ग

The (usually elliptical) path described by one celestial body in its revolution about another.

He plotted the orbit of the moon.
celestial orbit, orbit

ଅର୍ଥ : ଚାରିପଟରେ କାନ୍ଥଦ୍ୱାରା ଘେରା ଏବଂ ଛାଉଣି ହୋଇଥିବା ଘରର ଛୋଟ ଅଂଶ

ଉଦାହରଣ : ମୋ କୋଠରୀ ଦ୍ୱିତୀୟ ମହଲାରେ

ସମକକ୍ଷ : କୋଠରୀ, ବଖରା, ରୁମ୍‌

चारों ओर से दीवारों से घिरा और छाया हुआ मकान आदि का छोटा हिस्सा।

मेरा कमरा दूसरी मंज़िल पर है।
कक्ष, कमरा, कोष्ठ, घर, रूम, सेल

An area within a building enclosed by walls and floor and ceiling.

The rooms were very small but they had a nice view.
room

ଅର୍ଥ : କୌଣସି କୋଠରୀରେ ଉପସ୍ଥିତ ଲୋକ

ଉଦାହରଣ : ତା କଥା ଶୁଣି ପୂରା କକ୍ଷ ହସି ଉଠିଲା

ସମକକ୍ଷ : କୋଠରୀ

किसी कमरे में उपस्थित लोग।

उसकी बात सुनकर पूरा कमरा हँसने लगा।
कक्ष, कमरा

The people who are present in a room.

The whole room was cheering.
room

ଅର୍ଥ : ଏକ ବହୁତ ବଡ଼ କକ୍ଷ

ଉଦାହରଣ : ଅତିଥିମାନେ ହଲରେ ବସି ଟିଭି ଦେଖିଥିଲେ

ସମକକ୍ଷ : ହଲ୍

विशाल या बड़ा कक्ष।

मेहमान हॉल में बैठकर टीवी देख रहे हैं।
महाकक्ष, हाल, हॉल

The large room of a manor or castle.

hall, manor hall

ଅର୍ଥ : ପାଠପଢ଼ା କ୍ରମରେ ଉଚ୍ଚ ଓ ନୀଚ୍ଚ ସ୍ଥାନ

ଉଦାହରଣ : ତୁମେ କେଉଁ ଶ୍ରେଣୀରେ ପଢ଼ୁଛ?

ସମକକ୍ଷ : କ୍ଳାସ, ଶ୍ରେଣୀ

पढ़ाई के क्रम में ऊँचा-नीचा स्थान।

तुम किस कक्षा में पढ़ते हो?
कक्षा, क्लास, दरजा, दर्जा

A body of students who are taught together.

Early morning classes are always sleepy.
class, course, form, grade