ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ସମୂର୍ଣ୍ଣ ବା ପୂରା ମାତ୍ରା
ଉଦାହରଣ : ଏପର୍ଯ୍ୟନ୍ତ ଆପଣ ମୋତେ ସମୂର୍ଣ୍ଣ ଶହେ ଟଙ୍କା ଦେଇଛନ୍ତି
ସମକକ୍ଷ : ଟୋଟାଲ, ସମୂର୍ଣ୍ଣ
ଅର୍ଥ : ସାମାନ୍ୟ ଧର୍ମ ଅଥବା ସ୍ୱରୂପଯୁକ୍ତ ପଦାର୍ଥଆଦିର ସମୂହ
ଉଦାହରଣ : ଅର୍ଥର ଆଧାର ଉପରେ ଏହି ଶବ୍ଦଗୁଡ଼ିକୁ ତିନୋଟି ବର୍ଗରେ ବିଭକ୍ତ କରାଯାଇଛି ଦରବୃଦ୍ଧି କାରଣରୁ ସବୁ ବର୍ଗର ଲୋକେ ହଇରାଣ ହୁଅନ୍ତି
ସମକକ୍ଷ : ବର୍ଗ, ଶ୍ରେଣୀ, ସମୂହ
सामान्य धर्म अथवा स्वरूप रखने वाले पदार्थों आदि का समूह।
A general concept that marks divisions or coordinations in a conceptual scheme.
ଅର୍ଥ : ଏକ ସ୍ଥାନରେ ଏକତ୍ରୀତ ଏକପ୍ରକାରର ବହୁତ ବସ୍ତୁର ସମାହାର
ଉଦାହରଣ : ସୁରେଶ କାଠ ସମୁଦାୟରେ ନିଆଁ ଲଗାଇଦେଲା
ସମକକ୍ଷ : ପୁଞ୍ଜ, ସମଷ୍ଟି, ସମୂହ
एक जगह एकत्रित बहुत सी वस्तुएँ जो एक इकाई के रूप में हों।
Any number of entities (members) considered as a unit.
ଅର୍ଥ : ଏକ ସ୍ଥାନରେ ଉପସ୍ଥିତ ବା ଏକରୁ ଅଧିକ ଲୋକ, ପଶୁ ଯାହାଙ୍କୁ ଏକ ଏକକ ରୂପେ ଗ୍ରହଣ କରାଯାଏ
ଉଦାହରଣ : ଚାଷଜମିକୁ ପଶୁଗୋଠ ନଷ୍ଟଭ୍ରଷ୍ଟ କରିଦେଉଛି
ସମକକ୍ଷ : ଗଣ, ଗୋଠ, ଦଳ, ପଲ, ବୃନ୍ଦ, ଯୂଥ, ସମୂହ
एक स्थान पर उपस्थित एक से अधिक मनुष्य, पशु आदि जो एक इकाई के रूप में माने जाएँ।
A large indefinite number.
ସଂସ୍ଥାପନ କରନ୍ତୁ