ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶ୍ରେଣୀଗୃହ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶ୍ରେଣୀଗୃହ   ବିଶେଷ୍ୟ

ଅର୍ଥ : ପାଠଶାଳାର ଯେଉଁ କୋଠରୀରେ ଗୋଟିଏ ଶ୍ରେଣୀର ସବୁ ପିଲା ବସି ପାଠପଢ଼ନ୍ତି

ଉଦାହରଣ : ଆମ ବିଦ୍ୟାଳୟରେ ଦୁଇଟି ନୂଆ ଶ୍ରେଣୀଗୃହ ତିଆରି ଚାଲିଛି

ସମକକ୍ଷ : କ୍ଳାସ, ଶ୍ରେଣୀ

पाठशाला का वह कमरा जहाँ एक ही वर्ग के सभी बच्चे बैठकर पढ़ते हैं।

हमारे विद्यालय में दो नयी कक्षाएँ बन रही हैं।
कक्षा, कक्षा-कमरा, क्लास, क्लासरूम

A room in a school where lessons take place.

classroom, schoolroom