ଅର୍ଥ : ପ୍ରାକୃତିକ ସମ୍ବନ୍ଧ ଥିବା ପ୍ରାଣୀ ବା ବନସ୍ପତି
ଉଦାହରଣ :
ଗୋଟିଏ ବର୍ଗରେ ଆସୁଥିବା ଜୀବଗଣଙ୍କ ମଧ୍ୟରେ କିଛି ସମାନତା ରହିଥାଏ
ସମକକ୍ଷ : ଜୀବ ବର୍ଗୀକରଣାତ୍ମ୍କ ବର୍ଗ, ଟେକ୍ସୋନୋମିକ ଗ୍ରୁପ
ଅର୍ଥ : ଶବ୍ଦଶାସ୍ତ୍ରର ଏକ ସ୍ଥାନରୁ ଉଚ୍ଚାରିତ ହେଉଥିବା ସ୍ପର୍ଶ ବ୍ୟଞ୍ଜନ ବର୍ଣ୍ଣସମୂହ
ଉଦାହରଣ :
ଓଡ଼ିଆ ବ୍ୟଞ୍ଜନ କବର୍ଗ, ଚବର୍ଗ, ଟବର୍ଗ ଆଦି ବର୍ଗଗୁଡ଼ିକରେ ବିଭାଜିତ
ଅର୍ଥ : ଲୋକଙ୍କର ଏକ ଗୋଷ୍ଠୀ ଯାହା ଗୋଟିଏ ବିଶିଷ୍ଟ ସ୍ଥାନୀୟ କ୍ଷେତ୍ରରେ ଥାଏ
ଉଦାହରଣ :
ସମାଜ ସେବା ନିମନ୍ତେ ପ୍ରତ୍ୟେକ ସମାଜର ଲୋକଙ୍କୁ ଆଗକୁ ଆସିବା ଆବଶ୍ୟକ
ସମକକ୍ଷ : ସମାଜ
ଅର୍ଥ : ଯୋଗ୍ୟତା ଓ କର୍ତ୍ତବ୍ୟ ଆଦିର ବିଚାରରେ ହୋଇଥିବା ବିଭାଗ
ଉଦାହରଣ :
ଗାନ୍ଧିଜୀ ଜଣେ ଉଚ୍ଚ ଶ୍ରେଣୀର ନେତା ଥିଲେ
ସମକକ୍ଷ : ଶ୍ରେଣୀ
ଅର୍ଥ : ଯେଊଁ ଆକୃତିରେ ଲମ୍ବ, ଚଉଡ଼ା ଓ ଚାରିକୋଣ ସମାନ ହୋଇଥାଏ
ଉଦାହରଣ :
ଏହା ପାଞ୍ଚ ସେଣ୍ଟିମିଟରର ବର୍ଗ
ଅର୍ଥ : କୌଣସି ଅଙ୍କ ବା ସଂଖ୍ୟାକୁ ସେହି ସଂଖ୍ୟା ସହିତ ଥରେ ଗୁଣନ କଲାପରେ ମିଳୁଥିବା ଗୁଣନଫଳ
ଉଦାହରଣ :
ସାତର ବର୍ଗ ଅଣଞ୍ଚାଶ
ଅର୍ଥ : (ଜୀବବିଜ୍ଞାନ)ଗୋଟିଏ ବର୍ଗୀକରଣାତ୍ମକ ସମୂହ ଯାହାର ବିଶିଷ୍ଟତାର ପ୍ରୟୋଗ ଅନ୍ୟତମ ଉଚ୍ଚବର୍ଗର (ଟେକସୋନ)ପାଇଁ କରାଯାଇଥାଏ
ଉଦାହରଣ :
କେଞ୍ଚୁଆ କେଉଁ ବର୍ଗରେ ଆସିଥାଏ ?
ଅର୍ଥ : ଗୋଟିଏ ଜାଗାରେ ରହିବା କିମ୍ବା ଗୋଟିଏ ପ୍ରକାରର କାମ କରିବା ଲୋକମାନଙ୍କର ଦଳ, ବର୍ଗ, ବା ସମୂହ
ଉଦାହରଣ :
ସମାଜର ନିୟମାନୁସାରେ କାମ କରିବା ଉଚିତ
ସମକକ୍ଷ : ସମାଜ
ଅର୍ଥ : ଯାହା ପ୍ରାୟ ବର୍ଗ ଆକାରର
ଉଦାହରଣ :
ଅଧ୍ୟାପକ ଛାତ୍ରମାନଙ୍କୁ କାଚନିର୍ମିତ ଏକ ବର୍ଗ ଦେଖାଇଲେ