ଅର୍ଥ : ବହୁ ପରିବାର ରହିବାପାଇଁ ଏକ ଧାଡ଼ିରେ ଲଗାଲଗି ହୋଇ ତିଆରି କରାଯାଇଥିବା ଅନେକ ଘର
ଉଦାହରଣ :
ବମ୍ବେରେ ଜାଗା କମ୍ କାରଣରୁ ଲୋକେ ଧାଡ଼ିରେ ରହନ୍ତି
ସମକକ୍ଷ : ଲାଇନ
ଅର୍ଥ : ଏକସ୍ଥାନରେ ବା ମଝିରେ ଏଣେତେଣେ ହୋଇ କିଛି ଦୂର ପର୍ଯ୍ୟନ୍ତ ଯାଇଥିବା କମ ଚଉଡ଼ା ଓ ଲମ୍ବା ବସ୍ତୁ ବା ଭୂଭାଗ
ଉଦାହରଣ :
ରାସ୍ତାର ଦୁଇପାର୍ଶ୍ୱରେ ଦୋକାନର ଲମ୍ବା ଧାଡ଼ି ରହିଛି
ସମକକ୍ଷ : ପଟି