ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କ୍ଳାସ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କ୍ଳାସ   ବିଶେଷ୍ୟ

ଅର୍ଥ : ପାଠଶାଳାର ଯେଉଁ କୋଠରୀରେ ଗୋଟିଏ ଶ୍ରେଣୀର ସବୁ ପିଲା ବସି ପାଠପଢ଼ନ୍ତି

ଉଦାହରଣ : ଆମ ବିଦ୍ୟାଳୟରେ ଦୁଇଟି ନୂଆ ଶ୍ରେଣୀଗୃହ ତିଆରି ଚାଲିଛି

ସମକକ୍ଷ : ଶ୍ରେଣୀ, ଶ୍ରେଣୀଗୃହ

पाठशाला का वह कमरा जहाँ एक ही वर्ग के सभी बच्चे बैठकर पढ़ते हैं।

हमारे विद्यालय में दो नयी कक्षाएँ बन रही हैं।
कक्षा, कक्षा-कमरा, क्लास, क्लासरूम

A room in a school where lessons take place.

classroom, schoolroom

ଅର୍ଥ : ପାଠପଢ଼ା କ୍ରମରେ ଉଚ୍ଚ ଓ ନୀଚ୍ଚ ସ୍ଥାନ

ଉଦାହରଣ : ତୁମେ କେଉଁ ଶ୍ରେଣୀରେ ପଢ଼ୁଛ?

ସମକକ୍ଷ : କକ୍ଷ, ଶ୍ରେଣୀ

पढ़ाई के क्रम में ऊँचा-नीचा स्थान।

तुम किस कक्षा में पढ़ते हो?
कक्षा, क्लास, दरजा, दर्जा

A body of students who are taught together.

Early morning classes are always sleepy.
class, course, form, grade