ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପରିଧି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପରିଧି   ବିଶେଷ୍ୟ

ଅର୍ଥ : ନିୟତ ବା ନିୟମିତ ଏବଂ ପ୍ରାୟ ଗୋଲାକାର ମାର୍ଗ ଯାହା ଉପରେ କୌଣସି ଜିନିଷ, ବିଶେଷକରି ଖଗୋଳୀୟ ପିଣ୍ଡ ବୁଲନ୍ତି

ଉଦାହରଣ : ପୃଥିବୀ ନିଜ ପରିଧିରେ ବୁଲୁଥାଏ

ସମକକ୍ଷ : କକ୍ଷ

नियत या नियमित और प्रायः गोलाकार वह मार्ग जिस पर कोई चीज़, विशेषकर खगोलीय पिंड चलती, घूमती या चक्कर लगाती हो।

पृथ्वी अपनी परिधि में घूमती है।
कक्षा, घेरा, चक्कर, परिक्रमा-पथ, परिक्रमा-मार्ग, परिधि, परिभ्रमण, प्रदक्षिणा-पथ, प्रदक्षिणा-मार्ग

The (usually elliptical) path described by one celestial body in its revolution about another.

He plotted the orbit of the moon.
celestial orbit, orbit

ଅର୍ଥ : ବୃତ୍ତକୁ ଘେରୁଥିବା ଗୋଲ ରେଖା ବା ତାହାର ଲମ୍ବର ମାପ

ଉଦାହରଣ : ଏହି ବୃତ୍ତର ପରିଧିକୁ ମାପ

ସମକକ୍ଷ : ବୃତ୍ତ ସୀମା

वृत्त को घेरने वाली गोल रेखा या उसकी लंबाई की नाप।

इस वृत्त की परिधि की गणना करो।
परिधि, परिमंडल, वृत्त परिधि, वृत्त सीमा, हलक़ा, हलका, हल्क़ा, हल्का

The length of the closed curve of a circle.

circumference

ଅର୍ଥ : ଘେରା ହୋଇଥିବା କ୍ଷେତ୍ର

ଉଦାହରଣ : ତୁମେ ଏହି ପରିଧି ବାହାରକୁ ଆସିବ ନାହିଁ

ସମକକ୍ଷ : ମଂଡଳ, ମଣ୍ଡଳ

गोल विस्तार या कोई घिरा हुआ क्षेत्र।

तुम इस परिधि के बाहर मत आना।
परिधि, मंडल, मण्डल, हलक़ा, हलका, हल्क़ा, हल्का

ଅର୍ଥ : ସମତୁଲ୍ୟ କୌଣସି ଅଧିଷ୍ଠାନ (ଦୋକାନ, ହୋଟେଲ ଆଦି) ଯାହା ଜଣଙ୍କ ଅଧିନରେ ରହିଥାଏ

ଉଦାହରଣ : ତାଜ ସମୁଦାୟ ଗୋଟିଏ ହୋଟେଲର ପରିଧିରେ ରହିଛି

ସମକକ୍ଷ : ଚେନ, ଶୃଙ୍ଖଳା

समान तरह के कई अधिष्ठान (दुकानें, होटल आदि) जो एक स्वामित्व के अंदर हों।

ताज समुदाय भी एक होटलों की शृंखला है।
शृंखला, श्रृंखला