ଅର୍ଥ : ଦରୀ ବୁଣାଳୀଙ୍କ ଏକପ୍ରକାରର ତିନିକୋଣିଆ କମାନୀ ଯେଉଁଥିରେ ତିନୋଟି ଲମ୍ବାର କାଠଖଣ୍ଡ ଏକାଠି ବନ୍ଧା ଯାଇଥାଏ
ଉଦାହରଣ :
ବୁଣାକାର ଦମରେ ଦରୀ ବୁଣୁଛି
ଅର୍ଥ : ଶରୀରର ବଳ
ଉଦାହରଣ :
ପୌଷ୍ଟିକ ଭୋଜନ ନ ମିଳିଲେ ବଳ କମିଯାଏ
ସମକକ୍ଷ : ଜୋର, ତାକତ, ବଳ, ଶାରୀରିକ ବଳ, ଶାରୀରିକ ଶକ୍ତି
ଅର୍ଥ : ସଙ୍ଗୀତରେ କୌଣସି ସ୍ବରର ଏପରି ଲମ୍ବା ରାହା ଯାହା ଗୋଟିଏ ନିଶ୍ବାସରେ ସାରିବାକୁ ହୁଏ
ଉଦାହରଣ :
ଗାୟକର ଗଳାର ଦମକୁ ଶୁଣିକରି ସମସ୍ତେ ତାଳିମାରିବାକୁ ଲାଗିଲେ
ଅର୍ଥ : କୌଣସି ବାସନରେ କୌଣସି ଜିନିଷ ରଖି, ତାହାର ମୁହଁ ବନ୍ଦକରି ତାହାକୁ ନିଆଁଉପରେ ପକାଇବାର କ୍ରିୟା
ଉଦାହରଣ :
ଦମ ଦିଆଯାଇ ଏହି ତରକାରୀ ତିଆରି ହୋଇଛି
ଅର୍ଥ : ମାଙ୍କେଡିଆର ଏପରି କାମ ଯେଉଁଥିରେ ଭାଲୁର ମୁହଁରେ କାଠ ବା ହାତ ରଖି ଶ୍ବାସ ନେବା ଆଣିବା ଶିଖାଇଥାଏ
ଉଦାହରଣ :
କୁହାଯାଏକି ଦମରେ ଭାଲୁର ଜୀର୍ଣ୍ଣ କ୍ରିୟା ଠିକ୍ ହୋଇଥାଏ ଏବଂ ସେ ଶାନ୍ତ ରହିଥାଏ
ଅର୍ଥ : ମହାଭାରତ ଯୁଗର ଜଣେ ପ୍ରାଚୀନ ମହର୍ଷି
ଉଦାହରଣ :
ଦମଙ୍କ ଉଲ୍ଲେଖ ମହାଭାରତରେ ମିଳେ
ଅର୍ଥ : ପୁରାଣାନୁସାରେ ବଭ୍ରଙ୍କ କନ୍ୟା ଇନ୍ଦ୍ରସେନାଙ୍କ ଗର୍ଭରୁ ଜନ୍ମ ହୋଇଥିବା ପବନ ରାଜାଙ୍କ ନାତି
ଉଦାହରଣ :
ଦମ ବେଦ-ବେଦାଙ୍ଗରେ ବହୁତ ବଡ ଜ୍ଞାନୀ ତଥା ଧନୁର୍ବିଦ୍ୟାରେ ନିପୁଣ ଥିଲେ
ଅର୍ଥ : କାହରି ଛଳନା ବା ଠକିବା ଲାଗି କୁହାଯାଉଥିବା ଏପରି କଥା ଯେଉଁଥିରେ ମନରେ ଆଶା, ଧୈର୍ଯ୍ୟ, ସାହସ ଆଦିର ସଞ୍ଚାର ହୁଏ
ଉଦାହରଣ :
ତାଙ୍କର ମିଠା କଥାରେ ଭଳିଯାଅନା
ସମକକ୍ଷ : ମିଠା