ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜୋର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜୋର   ବିଶେଷ୍ୟ

ଅର୍ଥ : ଶରୀରର ବଳ

ଉଦାହରଣ : ପୌଷ୍ଟିକ ଭୋଜନ ନ ମିଳିଲେ ବଳ କମିଯାଏ

ସମକକ୍ଷ : ତାକତ, ଦମ, ବଳ, ଶାରୀରିକ ବଳ, ଶାରୀରିକ ଶକ୍ତି

शरीर का बल।

पौष्टिक भोजन न मिलने पर ताक़त कम हो जाती है।
कूवत, ज़ोर, जोर, ताकत, ताक़त, दम, शारीरिक बल, शारीरिक शक्ति

Physical energy or intensity.

He hit with all the force he could muster.
It was destroyed by the strength of the gale.
A government has not the vitality and forcefulness of a living man.
force, forcefulness, strength

ଅର୍ଥ : ଗତି ବଢ଼ିବାର ଅବସ୍ଥା

ଉଦାହରଣ : ପବନ ବହୁତ ବେଗରେ ବହୁଅଛି

ସମକକ୍ଷ : ଉଗ୍ରତା, ତୀବ୍ରତା, ପ୍ରଚଣ୍ଡତା, ପ୍ରବଳତା, ବେଗ

तेज़ होने की अवस्था।

हवा का वेग कम होते ही मौसम ठीक हो गया।
उग्रता, ऊर्मि, ज़ोर, जोर, झर, तीक्ष्णता, तीव्रता, तेज़ी, तेजी, प्रचंडता, प्रचण्डता, प्रबलता, रवानी, वाज, वेग

High level or degree. The property of being intense.

intensity, intensiveness