ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବାଟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବାଟ   ବିଶେଷ୍ୟ

ଅର୍ଥ : ଗନ୍ତବ୍ୟ ସ୍ଥାନ ପର୍ଯ୍ୟନ୍ତ ପହଁଞ୍ଚିବାପାଇଁ ମଝିରେ ପଡ଼ୁଥିବା ଭୂଭାଗ ଯାହା ଉପରେ ଚଲାଯାଏ

ଉଦାହରଣ : ଏହି ରାସ୍ତା ସିଧା ମୋ ଘର ପର୍ଯ୍ୟନ୍ତ ଯାଇଛି

ସମକକ୍ଷ : ପଥ, ମାର୍ଗ, ରାସ୍ତା, ସଡ଼କ

गंतव्य स्थान तक पहुँचने के लिए बीच में पड़ने वाला वह भू-भाग जिस पर होकर चलना पड़ता है।

यह मार्ग सीधा मेरे घर तक जाता है।
अध्व, अमनि, अवन, गम, गमत, डगर, डगरी, पंथ, पथ, पदवी, पन्थ, पवि, बाट, मार्ग, ययी, रहगुजर, रहगुज़र, रास्ता, राह, सड़क, सबील

An open way (generally public) for travel or transportation.

road, route

ଅର୍ଥ : ଯତାୟତ କରିବାପାଇଁ ଓସାରିଆ ପକ୍କା ରାସ୍ତା

ଉଦାହରଣ : ଏହି ସଡ଼କ ସିଧା ଦିଲ୍ଲୀ ଯାଇଛି

ସମକକ୍ଷ : ପକ୍କା ସଡକ, ମାର୍ଗ, ରାସ୍ତା, ରୋଡ଼୍‌, ସଡ଼କ

आने-जाने का चौड़ा पक्का रास्ता।

यह सड़क सीधे दिल्ली जाती है।
पक्की सड़क, रोड, सड़क, सड़क मार्ग

A road (especially that part of a road) over which vehicles travel.

roadway

ଅର୍ଥ : ସେହି କାର୍ଯ୍ୟ ବା ପ୍ରଯତ୍ନ ବା ସାଧନ ଯାହାଦ୍ୱାରା ଅଭୀଷ୍ଟକୁ ପ୍ରାପ୍ତ କରିହୁଏ

ଉଦାହରଣ : ଏପରି ଏକ ଉପାୟ ବତାନ୍ତୁ, ଯାହାଦ୍ୱାରା ଏହି କାର୍ଯ୍ୟ ସହଜ ହୋଇପାରିବ

ସମକକ୍ଷ : ଉପାୟ, ପ୍ରଯତ୍ନ, ବିଧି, ମାର୍ଗ, ଯତ୍ନ, ରାସ୍ତା, ସାଧନ

ଅର୍ଥ : ଯାହା ମାଧ୍ୟମରେ କୌଣସି କାର୍ଯ୍ୟ ସଂପୂର୍ଣ୍ଣ ଭାବରେ କରାଯାଏ

ଉଦାହରଣ : ଭୋଜନ ମୁଖର ମାର୍ଗ ଦେଇ ପେଟରେ ପହଞ୍ଚେ

ସମକକ୍ଷ : ପଥ, ମାର୍ଗ, ରାସ୍ତା

वे साधन, प्रकार आदि जिनका अवलंबन कोई काम ठीक या पूरा करने के लिए किया जाता हो।

भोजन मुख के मार्ग से पेट में पहुँचता है।
मार्ग, रास्ता

A way especially designed for a particular use.

path

ଅର୍ଥ : ଯାହା ଉପରେ ବା ଯାହାର ଅନୁସରଣରେ ଜଣେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିପାରେ

ଉଦାହରଣ : ଉଡ଼ାଜାହାଜର ବି ସ୍ୱତନ୍ତ୍ର ମାର୍ଗ ଅଛି

ସମକକ୍ଷ : ପଥ, ମାର୍ଗ, ରାସ୍ତା

वह जिससे होकर गंतव्य तक पहुँचा जाए या जिससे होकर कोई आगे बढ़े।

हवाई जहाजों के भी अपने मार्ग होते हैं।
नदी अपने मार्ग में आनेवाली वस्तुओं को बहा ले जाती है।
मार्ग, रास्ता, वीथिका, वीथी

Any artifact consisting of a road or path affording passage from one place to another.

He said he was looking for the way out.
way