ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସାଧନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସାଧନ   ବିଶେଷ୍ୟ

ଅର୍ଥ : କାର୍ଯ୍ୟ ଆରମ୍ଭ କରି ଶେଷ ବା ପୂରା କରିବା କ୍ରିୟା

ଉଦାହରଣ : ସେ ଯୋଗଦ୍ୱାରା ସ୍ୱାସ୍ଥ୍ୟ ସାଧନରେ ବିଶେଷତା ହାସଲ କରିଛନ୍ତି

कार्य आरम्भ करके सिद्ध या पूरा करने की क्रिया।

उसने योग द्वारा स्वास्थ्य साधन में महारत हासिल कर ली।
साधन, साधनता, साधना

The action of accomplishing something.

accomplishment, achievement

ଅର୍ଥ : ସେହି କାର୍ଯ୍ୟ ବା ପ୍ରଯତ୍ନ ବା ସାଧନ ଯାହାଦ୍ୱାରା ଅଭୀଷ୍ଟକୁ ପ୍ରାପ୍ତ କରିହୁଏ

ଉଦାହରଣ : ଏପରି ଏକ ଉପାୟ ବତାନ୍ତୁ, ଯାହାଦ୍ୱାରା ଏହି କାର୍ଯ୍ୟ ସହଜ ହୋଇପାରିବ

ସମକକ୍ଷ : ଉପାୟ, ପ୍ରଯତ୍ନ, ବାଟ, ବିଧି, ମାର୍ଗ, ଯତ୍ନ, ରାସ୍ତା

ଅର୍ଥ : କୌଣସି ଜିନିଷ ତିଆରି କରିବା ବା କୌଣସି କାମ କରିବାରେ ବ୍ୟବହୃତ ବସ୍ତୁ

ଉଦାହରଣ : ସେ ବଜାରରୁ ନିଜ ପିଲାପାଇଁ କେତେ ପ୍ରକାରର ଖେଳ ସାଧନ କିଣିଲା

कोई चीज़ बनाने या कोई काम करने में प्रयुक्त वस्तु।

उसने बाज़ार से अपने बच्चों के लिए कई तरह के खेल साधन खरीदे।
उपस्कर, साधन

An instrumentality needed for an undertaking or to perform a service.

equipment

ଅର୍ଥ : ଯାହାଦ୍ୱାରା ବା ଯାହାସାହାଯ୍ୟରେ କୌଣସି କାର୍ଯ୍ୟଆଦି ସିଦ୍ଧ ହୁଏ

ଉଦାହରଣ : ବାହାନ ଯାତ୍ରାର ସାଧନ

ସମକକ୍ଷ : ଜରିଆ, ମାଧ୍ୟମ

वह जिसके द्वारा या जिसकी सहायता से कोई कार्य आदि सिद्ध होता है।

वाहन यात्रा का साधन है।
जरिआ, जरिया, जरीआ, जरीया, ज़रिआ, ज़रिया, ज़रीआ, ज़रीया, माध्य, माध्यम, वसीला, साधक, साधन

An instrumentality for accomplishing some end.

means

ଅର୍ଥ : କେହି କୌଣସି କାର୍ଯ୍ୟ କରିବାପାଇଁ ବ୍ୟବହାର କରୁଥିବା ସାଧନ

ଉଦାହରଣ : କୁରାଢ଼ି ଏକ ସାମାନ୍ୟ ଉପକରଣ

ସମକକ୍ଷ : ଉପକରଣ, ହତିଆର

वह साधन जिससे कोई किसी कार्य को करता है।

कुल्हाड़ी एक सामान्य औजार है।
आलत, उपकरण, औंजार, औज़ार, औजार, करण, प्रयोग, साधन, हथियार

A device that requires skill for proper use.

instrument