ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଗନ୍ତବ୍ୟ ସ୍ଥାନ ପର୍ଯ୍ୟନ୍ତ ପହଁଞ୍ଚିବାପାଇଁ ମଝିରେ ପଡ଼ୁଥିବା ଭୂଭାଗ ଯାହା ଉପରେ ଚଲାଯାଏ
ଉଦାହରଣ : ଏହି ରାସ୍ତା ସିଧା ମୋ ଘର ପର୍ଯ୍ୟନ୍ତ ଯାଇଛି
ସମକକ୍ଷ : ପଥ, ବାଟ, ମାର୍ଗ, ସଡ଼କ
गंतव्य स्थान तक पहुँचने के लिए बीच में पड़ने वाला वह भू-भाग जिस पर होकर चलना पड़ता है।
An open way (generally public) for travel or transportation.
ଅର୍ଥ : ଯତାୟତ କରିବାପାଇଁ ଓସାରିଆ ପକ୍କା ରାସ୍ତା
ଉଦାହରଣ : ଏହି ସଡ଼କ ସିଧା ଦିଲ୍ଲୀ ଯାଇଛି
ସମକକ୍ଷ : ପକ୍କା ସଡକ, ବାଟ, ମାର୍ଗ, ରୋଡ଼୍, ସଡ଼କ
आने-जाने का चौड़ा पक्का रास्ता।
A road (especially that part of a road) over which vehicles travel.
ଅର୍ଥ : ସେହି କାର୍ଯ୍ୟ ବା ପ୍ରଯତ୍ନ ବା ସାଧନ ଯାହାଦ୍ୱାରା ଅଭୀଷ୍ଟକୁ ପ୍ରାପ୍ତ କରିହୁଏ
ଉଦାହରଣ : ଏପରି ଏକ ଉପାୟ ବତାନ୍ତୁ, ଯାହାଦ୍ୱାରା ଏହି କାର୍ଯ୍ୟ ସହଜ ହୋଇପାରିବ
ସମକକ୍ଷ : ଉପାୟ, ପ୍ରଯତ୍ନ, ବାଟ, ବିଧି, ମାର୍ଗ, ଯତ୍ନ, ସାଧନ
वह कार्य या प्रयत्न जिससे अभीष्ट तक पहुँचा जाए।
ଅର୍ଥ : ଯାହା ମାଧ୍ୟମରେ କୌଣସି କାର୍ଯ୍ୟ ସଂପୂର୍ଣ୍ଣ ଭାବରେ କରାଯାଏ
ଉଦାହରଣ : ଭୋଜନ ମୁଖର ମାର୍ଗ ଦେଇ ପେଟରେ ପହଞ୍ଚେ
ସମକକ୍ଷ : ପଥ, ବାଟ, ମାର୍ଗ
वे साधन, प्रकार आदि जिनका अवलंबन कोई काम ठीक या पूरा करने के लिए किया जाता हो।
A way especially designed for a particular use.
ଅର୍ଥ : ଯାହା ଉପରେ ବା ଯାହାର ଅନୁସରଣରେ ଜଣେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିପାରେ
ଉଦାହରଣ : ଉଡ଼ାଜାହାଜର ବି ସ୍ୱତନ୍ତ୍ର ମାର୍ଗ ଅଛି
वह जिससे होकर गंतव्य तक पहुँचा जाए या जिससे होकर कोई आगे बढ़े।
Any artifact consisting of a road or path affording passage from one place to another.
ଅର୍ଥ : ପଥସମ୍ବନ୍ଧୀୟ ଅଥବା ପଥ ବା ମାର୍ଗର
ଉଦାହରଣ : ଆଗରେ ଦଶଜଣ ଶ୍ରମିକ ରାସ୍ତା କାମରେ ଲାଗି ରହିଛନ୍ତି
पथ-संबंधी अथवा पथ या मार्ग का।
ଅର୍ଥ : ଯାହ ପଥ ପରି କାମ ଦେଇଥାଏ ବା ଯାହା ଉପରେ ଚାଲିହେବ
ଉଦାହରଣ : ପୂର୍ବରୁ ନଦୀ ନାଳର ପଥଆଦିକୁ ଅତିକ୍ରମ କରିବାପାଇଁ କାଠରେ ପୋଲ ତିଆରି ହେଉଥିଲା
ସମକକ୍ଷ : ପଥ, ମାର୍ଗ
जो पथ की तरह काम दे सके या जिस पर चल सकें।
ସଂସ୍ଥାପନ କରନ୍ତୁ