ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉପାୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉପାୟ   ବିଶେଷ୍ୟ

ଅର୍ଥ : ସଂକ୍ଷିପ୍ତ ରୂପରେ କୁହାଗଲେବି ଯାହାର ବହୁତ ଗୁଢ଼ ଅର୍ଥ ଥାଏ

ଉଦାହରଣ : ଗୁରୁଜୀଙ୍କଠାରୁ ମୋତେ ବଞ୍ଚିବାର ସୂତ୍ର ମିଳିଲା

ସମକକ୍ଷ : ସୂତ୍ର

थोड़े शब्दों में कहा हुआ वह पद या वचन जिसमें बहुत और गूढ़ अर्थ हों।

गुरुजी से मुझे जीवन जीने का सूत्र मिल गया।
फार्मूला, फॉर्म्युला, सूत्र

A short pithy instructive saying.

aphorism, apophthegm, apothegm

ଅର୍ଥ : କୌଣସି ବିଶେଷ ପରିସ୍ଥିତିରେ ହଠାତ ମୁଣ୍ଡକୁ ଆସୁଥିବା ସ୍ପଷ୍ଟ ବିଚାର

ଉଦାହରଣ : ଏବେ କୌଣସି ଉପାୟ ହିଁ ଏହି ସମସ୍ୟାରୁ ରକ୍ଷା କରିପାରିବ

किसी विशेष परिस्थिति आदि में अचानक दिमाग में आने वाला स्पष्ट विचार।

कोई सूझ ही अब हमें इस समस्या से बचा सकती है।
आपकी सूझ ने सिर पर आई एक बहुत बड़ी समस्या को टाल दिया।
सूझ

The clear (and often sudden) understanding of a complex situation.

brainstorm, brainwave, insight

ଅର୍ଥ : ସେହି କାର୍ଯ୍ୟ ବା ପ୍ରଯତ୍ନ ବା ସାଧନ ଯାହାଦ୍ୱାରା ଅଭୀଷ୍ଟକୁ ପ୍ରାପ୍ତ କରିହୁଏ

ଉଦାହରଣ : ଏପରି ଏକ ଉପାୟ ବତାନ୍ତୁ, ଯାହାଦ୍ୱାରା ଏହି କାର୍ଯ୍ୟ ସହଜ ହୋଇପାରିବ

ସମକକ୍ଷ : ପ୍ରଯତ୍ନ, ବାଟ, ବିଧି, ମାର୍ଗ, ଯତ୍ନ, ରାସ୍ତା, ସାଧନ

ଅର୍ଥ : ସାମନାକୁ ଆସୁଥିବା ଦୁଇଟି କିମ୍ବା ଅଧିକ ଏଭଳି କଥା ବା କାମଗୁଡ଼ିକ ମଧ୍ୟରୁ ଯେଉଁଥିରୁ ଗୋଟିଏକୁ ଗ୍ରହଣ କରାଯାଇପାରେ

ଉଦାହରଣ : ରୋଗୀକୁ ଅନ୍ୟ ଡାକ୍ତରଖାନାକୁ ନେବା ବ୍ୟତୀତ ଆଉ କିଛି ବିକଳ୍ପ ନାହିଁ

ସମକକ୍ଷ : ବିକଳ୍ପ

सामने आए हुए दो या अधिक ऐसी बातों या कामों में से हर एक जिनमें से एक अपने लिए ग्रहण किया जाने को हो।

रोगी को दूसरे अस्पताल में ले जाने के सिवाय और कोई विकल्प नहीं है।
आप्शन, उपाय, ऑप्शन, चारा, विकल्प

One of a number of things from which only one can be chosen.

What option did I have?.
There is no other alternative.
My only choice is to refuse.
alternative, choice, option