ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶୋଷଣ କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶୋଷଣ କରିବା   କ୍ରିୟାପଦ

ଅର୍ଥ : ଅନୁଚିତ ରୂପରେ ଧିରେଧିରେ କାହାର ଧନ, ସମ୍ପତ୍ତିଆଦି ନେଇଯିବା

ଉଦାହରଣ : ଜମିଦାର ନିଜ ଆରାମପାଇଁ ଗରିବମାନଙ୍କୁ ଶୋଷଣ କରୁଥିଲେ

ସମକକ୍ଷ : ଚୂଷିବା

धीरे-धीरे अनुचित रूप से किसी का धन, सम्पति आदि ले लेना।

जमींदार अपने आराम के लिए गरीबों को चूसते थे।
चूसना

Use or manipulate to one's advantage.

He exploit the new taxation system.
She knows how to work the system.
He works his parents for sympathy.
exploit, work

ଅର୍ଥ : ଆବଶ୍ୟକତାରୁ ଅଧିକ କାମ ଆଦାୟ କରିବା

ଉଦାହରଣ : ବ୍ୟକ୍ତିଗତ କମ୍ପାନୀଗୁଡ଼ିକ ଭଲ ଦରମା ତ ଦିଅନ୍ତି କିନ୍ତୁ କର୍ମଚାରୀମାନଙ୍କୁ ପୂରା ଭାବରେ ଶୋଷଣ କରନ୍ତି

ସମକକ୍ଷ : ଘଣାନ୍ତି

ज़रूरत से ज्यादा काम लेना।

निजी कंपनियाँ अच्छा वेतन तो देती हैं पर कर्मचारियों को पूरी तरह चूसती हैं।
चूसना, निचोड़ना

Work excessively hard.

He is exploiting the students.
exploit, overwork

ଅର୍ଥ : ଜଳ ବା ଆଦ୍ରତାଆଦିକୁ ଶୋଷଣ କରିବା

ଉଦାହରଣ : ବୃକ୍ଷ ପୃଥିବୀରୁ ଜଳଆଦି ଶୋଷଣ କରେ

ସମକକ୍ଷ : ଅବଶୋଷିତ କରିବା, ଟାଣିବା, ପିଇବା

जल या नमी आदि चूसना।

वृक्ष पृथ्वी से जल आदि अवशोषित करते हैं।
अवशोषित करना, ईंचना, ईचना, ऐंचना, खींचना, चूसना, पीना, सोखना

Take in, also metaphorically.

The sponge absorbs water well.
She drew strength from the minister's words.
absorb, draw, imbibe, soak up, sop up, suck, suck up, take in, take up