ଅର୍ଥ : ଟାଣିବାର କ୍ରିୟା
ଉଦାହରଣ :
ଟାଣିବା ହେତୁ ଏହି ତାରର ଦୈର୍ଘ୍ୟ ବଢ଼ିଯାଇଛି
ଅର୍ଥ : ଟାଣିବାର କ୍ରିୟା ବା ଭାବ
ଉଦାହରଣ :
ବେଶି ଟାଣିବାରୁ ଦଉଡ଼ିଟି ଛିଣ୍ଡିଗଲା
ଅର୍ଥ : ଅନୁମାନରୁ ଅଧିକ ଲାଗିବା
ଉଦାହରଣ :
ଏହି କାମ ବହୁତ ଟଙ୍କା ଟାଣୁଛି
ଅର୍ଥ : କୌଣସି ବସ୍ତୁକୁ ତାର ପୂରା ଲମ୍ବା ବା ଚଉଡ଼ା ପର୍ଯ୍ୟନ୍ତ ବଢ଼େଇବା
ଉଦାହରଣ :
ଶିକାରୀ ଧନୁର ଡୋରକୁ ଟାଣୁଛି
ଅର୍ଥ : କୌଣସି ବସ୍ତୁ, ବ୍ୟକ୍ତିଆଦିକୁ କୌଣସି ବସ୍ତୁ, ବ୍ୟକ୍ତିଆଦିଦ୍ୱାରା ନିଜ ଶକ୍ତି ବା ପ୍ରେରଣାରେ ନିଜ ପାଖକୁ ଆକର୍ଷିତ କରିବା
ଉଦାହରଣ :
ଭଗବାନ ରାମଙ୍କର ରୂପ ସବୁ ମିଥିଳାବାସୀଙ୍କୁ ଆକର୍ଷିତ କରୁଥିଲା
ସମକକ୍ଷ : ଆକର୍ଷିତ କରିବା, ଆକୃଷ୍ଟ କରିବା, ଲୋଭାନ୍ୱିତ କରିବା
ଅର୍ଥ : କାହାରିକୁ ଆସ୍ତେଆସ୍ତେ ଯିବାରେ ପ୍ରବୃତ୍ତ କରିବା
ଉଦାହରଣ :
ବୁଢାବାପାଙ୍କ ଖଟକୁ ପୁଅ ଖରାକୁ ଘୁଞ୍ଚେଇଲା
ସମକକ୍ଷ : ଘୁଞ୍ଚେଇବା, ଘୋଷାରିନେବା
ଅର୍ଥ : କାହାକୁ କୌଣସି କାମରେ ଜବରଦସ୍ତି ଜୋଡିବା
ଉଦାହରଣ :
ମୋ ମନ ନ ଥିଲେ ବି ରାମ ମୋତେ ଏହି କାମ କରିବା ପାଇଁ ଟାଣିଲା
ଅର୍ଥ : ଜଳ ବା ଆଦ୍ରତାଆଦିକୁ ଶୋଷଣ କରିବା
ଉଦାହରଣ :
ବୃକ୍ଷ ପୃଥିବୀରୁ ଜଳଆଦି ଶୋଷଣ କରେ
ସମକକ୍ଷ : ଅବଶୋଷିତ କରିବା, ପିଇବା, ଶୋଷଣ କରିବା
ଅର୍ଥ : ବଳପୂର୍ବକ ନିଜ ଆଡ଼କୁ ଟାଣିବା
ଉଦାହରଣ :
ପିଲାମାନେ ଡାଳରେ ବନ୍ଧାହୋଇଥିବା ଦଉଡ଼ିକୁ ଟାଣୁଛନ୍ତି