ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶୋଷିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶୋଷିବା   ବିଶେଷ୍ୟ

ଅର୍ଥ : ଶୋଷି ଖାଇବାର ପ୍ରକ୍ରିୟା

ଉଦାହରଣ : ଶୋଷିବା ପରେ ରାମୁ ଆମ୍ବ ଟାକୁଆକୁ ଫୋପାଡ଼ି ଦେଲା

ସମକକ୍ଷ : ଚୂଷିବା

चूसने की क्रिया।

चूसने के बाद रामू ने आम की गुठली को फेंक दिया।
चुसाई, चूषण, चूसन, चूसना

The act of sucking.

suck, sucking, suction

ଶୋଷିବା   କ୍ରିୟାପଦ

ଅର୍ଥ : ସିରା ବା ରସ ଆଦିରେ ପକାଇ ବା ଗୁଡ଼ାହୋଇଥିବା ବସ୍ତୁ ଆଦିରେ ସିରା ଆଦି ଭଲଭାବେ ଲାଗିବା ବା ମିଶିବା

ଉଦାହରଣ : ଜିଲାପି ଭଲଭାବେ ବୁଡ଼ିନାହିଁ

ସମକକ୍ଷ : ପିଇବା, ବୁଡ଼ିବା, ମିଶିବା, ଲାଗିବା

शीरे या रस आदि में डाली या लपेटी हुई वस्तु आदि में शीरे आदि का अच्छी तरह लग जाना या समा जाना।

जलेबी अच्छी तरह से नहीं पगी है।
पगना

ଅର୍ଥ : ଓଠରେ ଟାଣିକରି ପିଇବା

ଉଦାହରଣ : ଆମ୍ବ ଏବେ ଶୋଷି ହୋଇଗଲା, ତାକୁ ଫିଙ୍ଗି ଦିଅ

ସମକକ୍ଷ : ଚୁହିଁବା, ଚୋଷିବା

होंठ से खींचकर पिया जाना।

आम अब चुस गया है, उसे फेंक दो।
चुसना, चूसा जाना

Draw into the mouth by creating a practical vacuum in the mouth.

Suck the poison from the place where the snake bit.
Suck on a straw.
The baby sucked on the mother's breast.
suck