ଅର୍ଥ : ଔଷଧର ଯେତିକି ମାତ୍ରା ଏକା ଥରକେ ଖିଆ ଯାଏ
ଉଦାହରଣ :
ଦୁଇ ପାନ ଔଷଧ ଖାଇଲପରେ ମଧ୍ୟ ଜ୍ୱର କମିଲା ନାହିଁ
ସମକକ୍ଷ : ଡୋଜ
ଅର୍ଥ : ଚାରିପ୍ରକାରର ତାସପତାରୁ ଯେଉଁ ଗୋଟିକରେ ପାନପତ୍ର ଆକାରର ଏବଂ ଲାଲ ରଙ୍ଗର ଚିହ୍ନ ଥାଏ
ଉଦାହରଣ :
ଆହା! ମୋ ପାଖରେ ଲାଲପାନର ଗୋଲାମ ଥାଆନ୍ତା କି?
ସମକକ୍ଷ : ଲାଲପାନ
ଅର୍ଥ : ଯେଉଁ ପାନପତ୍ରରେ ଖଇର,ଚୁନ ଆଦି ଲଗାଇ ଖିଲ କରାଯାଏ
ଉଦାହରଣ :
ଖାଇସାରିବା ପରେ ପାନ ଖାଇଲେ ଖାଦ୍ୟ ଶୀଘ୍ର ହଜମ ହୁଏ