ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗଳିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗଳିବା   କ୍ରିୟାପଦ

ଅର୍ଥ : ରସ ବାହାରିବା

ଉଦାହରଣ : ତା ଘାଆରୁ ରକ୍ତମିଶା ପାଣି ଝରୁଛି

ସମକକ୍ଷ : ଝରିବା, ବାହାରିବା, ସ୍ରାବ ହେବା

तरल पदार्थ का बह या रसकर अन्दर से बाहर निकलना।

उसके घाव से खून मिला पानी रिस रहा है।
ओगरना, छुटना, छूटना, टपकना, पसीजना, बहना, रसना, रिसना, सीझना, स्राव होना

Pass gradually or leak through or as if through small openings.

ooze, seep

ଅର୍ଥ : ତୀକ୍ଷଣ ବସ୍ତୁ କୌଣସି ନରମ ସ୍ଥାନରେ ପଶିଯିବା

ଉଦାହରଣ : ମୋର ପାଦରେ କଣ୍ଟା ପଶିଗଲା

ସମକକ୍ଷ : ପଶିବା

नुकीली वस्तु का नरम स्तर में घुसना।

मेरे पैर में काँटा चुभ गया।
गड़ना, घुसना, चुभना, धँसना

Cause a stinging pain.

The needle pricked his skin.
prick, sting, twinge