ଅର୍ଥ : ଗୋଟିଏ ସ୍ଥାନରୁ ଆସି ଅନ୍ୟ ସ୍ଥାନରେ ଉପସ୍ଥିତ ହେବା
ଉଦାହରଣ :
ଶ୍ୟାମ ଆଜି ଆସିବ ସେ ଆଜି ହିଁ ଦିଲ୍ଲୀରେ ପହଞ୍ଚିଲା
ସମକକ୍ଷ : ଆଗମନ କରିବା, ଆସିବା, ପହଞ୍ଚିବା
ଅର୍ଥ : ଭିତରକୁ ଯିବା
ଉଦାହରଣ :
ସେ ପଢ଼ିବା ପାଇଁ ଅଧ୍ୟୟନ କୋଠରୀରେ ପ୍ରବେଶ କଲା
ସମକକ୍ଷ : ଆସିବା, ପଶିବା, ପ୍ରବେଶ କରିବା, ଭିତରକୁ ଆସିବା