ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରବେଶ କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରବେଶ କରିବା   କ୍ରିୟାପଦ

ଅର୍ଥ : ବିନା ଅଧିକାରରେ କୌଣସି ଜାଗାରେ ପହଞ୍ଚିଯିବା

ଉଦାହରଣ : ଗୋଟିଏ ଚୋର ଅଗଣାରେ ପଶିଛି

ସମକକ୍ଷ : ଅନୁପ୍ରବେଶ କରିବା, ପଶିବା, ପଶିଯିବା

बिना अधिकार के कहीं पहुँच जाना।

एक चोर अहाते में घुसा है।
घुसना

Enter unlawfully on someone's property.

Don't trespass on my land!.
intrude, trespass

ଅର୍ଥ : ଭିତରକୁ ଯିବା

ଉଦାହରଣ : ସେ ପଢ଼ିବା ପାଇଁ ଅଧ୍ୟୟନ କୋଠରୀରେ ପ୍ରବେଶ କଲା

ସମକକ୍ଷ : ଆସିବା, ଉପସ୍ଥିତ ହେବା, ପଶିବା, ଭିତରକୁ ଆସିବା

किसी निश्चित सीमा, स्थान आदि के अंदर जाना या उसके भीतर आना।

उसने पढ़ने के लिए अध्ययन कक्ष में प्रवेश किया।
साँप बिल के अंदर घुस गया।
अंदर आना, अवगाहना, आना, कदम रखना, घुसना, ढुकना, दाख़िल होना, पैठना, पैर रखना, प्रविष्ट होना, प्रवेश करना, हलना

To come or go into.

The boat entered an area of shallow marshes.
come in, enter, get in, get into, go in, go into, move into