ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି ବସ୍ତୁର କୌଣସି ବସ୍ତୁ ବା ସ୍ଥାନ ଆଦିରେ ଏମିତି ଫସିଯିବା ଯେପରିକି ସେଥିରୁ ସହଜରେ ବାହାରି ନପାରିବ
ଉଦାହରଣ : ଓଢ଼ଣୀ କଣ୍ଟାରେ ଲାଗିଗଲାଦଉଡ଼ିର ଫାଶ ଚଟାଣ ଉପରିଭାଗରେ ଅଟକିଗଲା
ସମକକ୍ଷ : ଅଟକିଯିବା, ଫସିଯିବା, ଲାଗିଯିବା
किसी वस्तु का किसी वस्तु या स्थान आदि में इस तरह से फँसना कि आसानी से न निकले।
Twist together or entwine into a confusing mass.
ଅର୍ଥ : ବିନା ଅଧିକାରରେ କୌଣସି ଜାଗାରେ ପହଞ୍ଚିଯିବା
ଉଦାହରଣ : ଗୋଟିଏ ଚୋର ଅଗଣାରେ ପଶିଛି
ସମକକ୍ଷ : ଅନୁପ୍ରବେଶ କରିବା, ପଶିବା, ପ୍ରବେଶ କରିବା
बिना अधिकार के कहीं पहुँच जाना।
Enter unlawfully on someone's property.
ଅର୍ଥ : ବହୁତ ବୁଲାଣି ଯୋଗୁଁ ଘେରରେ ପଡ଼ିଯିବା
ଉଦାହରଣ : ସୂତା ଅଡ଼ୁଆ ହୋଇଗଲା
ସମକକ୍ଷ : ଅଡ଼ୁଆ ହୋଇଯିବା
बहुत से घुमावों के कारण फेर में फँस जाना।
ଅର୍ଥ : ଭିତରକୁ ଯିବା
ଉଦାହରଣ : ଦଲଦଲରେ ମୋ ଗୋଡ଼ ପଶିଯାଉଛି
ସମକକ୍ଷ : ଗଳିଯିବା, ପଶିବା
भीतर या अंदर जाना।
Go under.
ସଂସ୍ଥାପନ କରନ୍ତୁ