ଅର୍ଥ : ଝଗଡା କରୁଥିବା ବା ମକଦ୍ଦମା ଲଢୁଥିବା ଦଳ ବା ପକ୍ଷମାନଙ୍କ ମଧ୍ୟରୁ ପ୍ରତ୍ୟେକ
ଉଦାହରଣ :
ସେ ବି ସେହି ମକଦ୍ଦମାରେ ପକ୍ଷ ଥିଲେ
ଅର୍ଥ : କୌଣସି ବିଷୟରେ ଦୁଇ ବା ଅଧିକ ପରସ୍ପର ବିରୋଧୀ ତତ୍ତ୍ୱ, ସିଦ୍ଧାନ୍ତ ଅଥବା ଦଳରୁ କୌଣସି ଗୋଟିଏ
ଉଦାହରଣ :
ଆପଣ କେଉଁ ପକ୍ଷରେ ଅଛନ୍ତି?
ଅର୍ଥ : ସେନାର କୌଣସି ପକ୍ଷ (ବାମ ବା ଡାହାଣ)
ଉଦାହରଣ :
ଭାରତୀୟ ସେନା ପ୍ରଥମେ ଶତ୍ରୁସୈନ୍ୟଙ୍କ ଦକ୍ଷିଣ ଦିଗରୁ ଆକ୍ରମଣ କଲେ
ସମକକ୍ଷ : ଦିଗ
ଅର୍ଥ : କର୍ତ୍ତାଙ୍କ ସମ୍ବନ୍ଧରେ କାର୍ଯ୍ୟ ଆଦିର ଅଂଶ
ଉଦାହରଣ :
ମୁଁ ମୋ ତରଫରୁ ସଂପୂର୍ଣ୍ଣ ଚେଷ୍ଟା କଲି
ସମକକ୍ଷ : ତରଫ
ଅର୍ଥ : ଯେଉଁ କଥାକୁ କେହି ପ୍ରମାଣ କରିବାକୁ ଚାହେଁ ବା ଯାହାର ଆଉ କାହା ସହିତ ବିରୋଧ ହୁଏ ବା ହୋଇପାରେ
ଉଦାହରଣ :
ଆପଣ ପ୍ରଥମେ ଆପଣଙ୍କର ପକ୍ଷ ଜଜଙ୍କ ସାମ୍ନାରେ ରଖନ୍ତୁ
ଅର୍ଥ : ଚାନ୍ଦ୍ରମାସର ପନ୍ଦର ପନ୍ଦର ଦିନର ଦୁଇ ବିଭାଗ ମଧ୍ୟରୁ କୌଣସି ଏକ ଭାଗ
ଉଦାହରଣ :
ଭଗବାନ କୃଷ୍ଣଙ୍କ ଜନ୍ମ କୃଷ୍ଣ ପକ୍ଷର ଅଷ୍ଟମୀରେ ହୋଇଥିଲା
ସମକକ୍ଷ : ପଖ
ଅର୍ଥ : କୌଣସି କଥା, କାମ ଆଦିର ସମର୍ଥନ
ଉଦାହରଣ :
ମୁଁ ଏହି କାମକରିବାର ପକ୍ଷରେ ନୁହେଁ
ଅର୍ଥ : କୌଣସି ବସ୍ତୁ ବିଷୟରେ ଥିବା ବିଭିନ୍ନ କଥାମଧ୍ୟରୁ ଗୋଟିଏ ବିଷୟ ଯାହା ଉପରେ ଅଲଗା ଅଲଗା ବିଚାର କରିବାକୁ ପଡ଼େ
ଉଦାହରଣ :
ଭାରତୀୟ ଅର୍ଥବ୍ୟବସ୍ଥାର ବିଭିନ୍ନ ଦିଗ ଉପରେ ବିଚାର କରିବା ଆବଶ୍ୟକ
ସମକକ୍ଷ : ଦିଗ
ଅର୍ଥ : ଯେଉଁ ବ୍ୟକ୍ତି ନ୍ୟାୟାଳୟର ମୋକଦ୍ଦମାରେ ସାମିଲ୍ ଥାଆନ୍ତି
ଉଦାହରଣ :
ଆଜି ଅଦାଲତରେ ପ୍ରଥମ ପକ୍ଷ ଅନୁପସ୍ଥିତ ଥିଲେ
ସମକକ୍ଷ : ପାର୍ଟି