ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଗୋଟିଏ ଅନଧିକାରିକ ସମୂହ ବା ଦଳ ବା ଲୋକ
ଉଦାହରଣ : ଆମରି ବିଦ୍ୟାଳୟର ବୁଦ୍ଧିମାନଦଳ ଆଜି ଫିଲ୍ମ ଦେଖିବାକୁ ଯାଉଛନ୍ତି
ସମକକ୍ଷ : ଦଳ, ମଣ୍ଡଳୀ
लोगों या दलों का एक अनधिकारिक समूह।
An unofficial association of people or groups.
ଅର୍ଥ : ଖୋଲା କଥାବାର୍ତ୍ତା ନିମନ୍ତେ ସାଧାରଣ ସଭା ବା ସମିତି
ଉଦାହରଣ : ସଂଗୋଷ୍ଠୀ କିଛି ସାଧାରଣ କଥା ଉପରେ ଆଲୋଚନା କରୁଛନ୍ତି
ସମକକ୍ଷ : ଫୋରମ, ସଂଗୋଷ୍ଠୀ
खुली बातचीत के लिए आम सभा या समिति।
A public meeting or assembly for open discussion.
ଅର୍ଥ : ଗତିଶୀଳ ଭିଡ଼ ବା ଚାଲୁଥିବା ଅବସ୍ଥାର ଭିଡ଼ ଯାହା କେଉଁଠାରୁ ଆସୁଥାଏ ବା ଯାଉଥାଏ
ଉଦାହରଣ : ଲୋକମାନଙ୍କ ଦଳର ଆଗେଆଗେ ଜଣେ ଯୁବକ ଚାଲୁଥିଲା
ସମକକ୍ଷ : ଦଳ, ପଲ, ସମୂହ
गतिमान भीड़ या वह भीड़ जो चलायमान हो या कहीं आ या जा रही हो।
A moving crowd.
ଅର୍ଥ : କୌଣସି ବିଶେଷ ମତ ଉପରେ ସମର୍ଥନ କରୁଥିବା ଲୋକଙ୍କ ସମାହାର
ଉଦାହରଣ : ଆପଣ କେଉଁ ଦଳର ?
ସମକକ୍ଷ : ଦଳ, ପକ୍ଷ, ପାର୍ଟି
किसी विशेष मत का समर्थन करने वाले लोगों का समूह।
One of two or more contesting groups.
ଅର୍ଥ : କୌଣସି ବିଷୟରେ ହେଉଥିବା କଥା ବାର୍ତ୍ତା
ଉଦାହରଣ : ସେଠାରେ ଯୌତୁକ ପ୍ରଥା ଉପରେ ଆଲୋଚନା ହେଉଛି
ସମକକ୍ଷ : ଆଲୋଚନା, ଚର୍ଚ୍ଚା, ପରିଚର୍ଚ୍ଚା, ମିଟିଙ୍ଗ, ସଂଗୋଷ୍ଠୀ
किसी विषय पर की जाने वाली बात-चीत।
An exchange of views on some topic.
ସଂସ୍ଥାପନ କରନ୍ତୁ