ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପଖ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପଖ   ବିଶେଷ୍ୟ

ଅର୍ଥ : ଚାନ୍ଦ୍ରମାସର ପନ୍ଦର ପନ୍ଦର ଦିନର ଦୁଇ ବିଭାଗ ମଧ୍ୟରୁ କୌଣସି ଏକ ଭାଗ

ଉଦାହରଣ : ଭଗବାନ କୃଷ୍ଣଙ୍କ ଜନ୍ମ କୃଷ୍ଣ ପକ୍ଷର ଅଷ୍ଟମୀରେ ହୋଇଥିଲା

ସମକକ୍ଷ : ପକ୍ଷ

चान्द्रमास के पन्द्रह-पन्द्रह दिनों के दो विभागों में से कोई एक भाग।

भगवान कृष्ण का जन्म कृष्ण पक्ष की अष्टमी को हुआ था।
पक्ष, पख, पखवाड़ा, पखवारा, पाख