ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭେଦଭାବ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭେଦଭାବ   ବିଶେଷ୍ୟ

ଅର୍ଥ : ନିଜ ପର ଭାବ

ଉଦାହରଣ : ସନ୍ଥ ମହାତ୍ମା ଦ୍ୱୈତରୁ ମୁକ୍ତ ଥାଆନ୍ତି

ସମକକ୍ଷ : ଦ୍ୱୈତ

अपने पराये का भाव।

संत महात्मा द्वैत से मुक्त होते हैं।
द्वैत, भेदभाव

ଅର୍ଥ : ଔଚିତ୍ୟ ବା ନ୍ୟାୟ ବିଚାର ଛାଡ଼ିକରି କୌଣସି ଗୋଟିଏ ପକ୍ଷର ଅନୁରୂପ ହେବା ପ୍ରବୃତ୍ତି ବା ସହାନୁଭୂତି ଏବଂ ସେହି ପକ୍ଷକୁ ସମର୍ଥନ କରିବା ପ୍ରକ୍ରିୟା ବା ଭାବ

ଉଦାହରଣ : ଆମକୁ ପକ୍ଷପାତର ଉର୍ଦ୍ଧ୍ୱକୁଯାଇ ସର୍ବକଲ୍ୟାଣାର୍ଥେ କାର୍ଯ୍ୟ କରିବା ଉଚିତ

ସମକକ୍ଷ : ପକ୍ଷ, ପକ୍ଷପାତ

औचित्य या न्याय का विचार छोड़कर किसी एक पक्ष के अनुरूप होने वाली प्रवृत्ति या सहानुभूति और उस पक्ष को समर्थन देने की क्रिया या भाव।

हमें पक्षपात से ऊपर उठकर सर्व कल्याण हेतु कार्य करना चाहिए।
इम्तियाज, इम्तियाज़, तरफदारी, तरफ़दारी, ताईद, पक्षपात, भेदभाव, लिहाज, लिहाज़

An inclination to favor one group or view or opinion over alternatives.

partiality, partisanship