ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପର   ବିଶେଷ୍ୟ

ଅର୍ଥ : ଚଢ଼େଇ ଏବଂ କିଛି କୀଟଙ୍କର ଏକ ଅଙ୍ଗ ଯାହା ଉଡ଼ିବାରେ ସହାୟକ

ଉଦାହରଣ : ଶିକାରୀ ଖଣ୍ଡାରେ ପକ୍ଷୀର ଦୁଇଟି ଯାକ ଡେଣା କାଟିଦେଲା

ସମକକ୍ଷ : ଡେଣା, ପଂଖ, ପକ୍ଷ

चिड़ियों, कुछ कीटों आदि का एक अंग जो उड़ने में सहायक होता है।

शिकारी ने तलवार से पक्षी के दोनों पंख काट दिए।
छद, डैना, तनूरुह, पंख, पक्ष, पतत्र, पर, पाँख, पांख, पाख

A movable organ for flying (one of a pair).

wing

ଅର୍ଥ : ଯାହାକୁ ଆମେ ନିଜର ବୋଲି ଭାବୁନା

ଉଦାହରଣ : ନିଃସ୍ୱାର୍ଥ ସେବକ ନିଜ ଓ ପର ମଧ୍ୟରେ ଭେଦ କରନ୍ତି ନାହିଁ

ସମକକ୍ଷ : ଇତର

वह जिसे हम अपना नहीं समझते।

निस्वार्थ सेवक अपने और पराये में भेद नहीं करते।
ग़ैर, गैर, दूसरा, पराया

Someone who is excluded from or is not a member of a group.

foreigner, outsider

ଅର୍ଥ : ପକ୍ଷୀମାନଙ୍କ ବାହାର ଆବରଣକୁ ତିଆରି କରିଥିବା ହାଲୁକା ତଥା ଜଳ ନିରୋଧକ ସଂରଚନା

ଉଦାହରଣ : ପ୍ରଭୁ କୃଷ୍ଣ୍ନ ନିଜ ମୁଣ୍ଡରେ ମୟୂର ପକ୍ଷ ଧାରଣ କରୁଥିଲେ

ସମକକ୍ଷ : ପକ୍ଷ, ପୁଚ୍ଛ

पक्षियों के बाहरी आवरण को बनाने वाली हल्की तथा जल निरोधक संरचना।

कृष्णजी अपने सिर पर मोर पंख धारण करते थे।
पंख, पतत्र, पर, पाँख, पाँखड़ा, पांख, पाख

The light horny waterproof structure forming the external covering of birds.

feather, plumage, plume

ପର   ବିଶେଷଣ

ଅର୍ଥ : ନିଜ କୁଟୁମ୍ବ ବା ସମାଜରୁ ବର୍ହିଭୂତ

ଉଦାହରଣ : ସେ ଅପର ଲୋକଙ୍କର ମଧ୍ୟ ସହାୟତା କରନ୍ତି

ସମକକ୍ଷ : ଅନାତ୍ମୀୟ, ଅନ୍ୟ, ଅପର, ଭିନ୍ନ

अपने कुटुम्ब या समाज से बाहर का।

वह पराये लोगों की भी सहायता करता है।
ग़ैर, गैर, दूसरा, पराया, बाहरी

Not connected by kinship.

unrelated