ଅର୍ଥ : ମନୋରଞ୍ଜନପାଇଁ ଏକତ୍ରିତ ହୋଇଥିବା ଲୋକମାନଙ୍କର ସମୂହ
ଉଦାହରଣ :
ସେ ଖାଇସାରି ପାର୍ଟିରେ ଯୋଗ ଦେଲେ
ସମକକ୍ଷ : ଦଳ
ଅର୍ଥ : ଲୋକମାନଙ୍କ ଏକ ଦଳ ଯିଏ ରାଜନୀତି ସହିତ ଜଡ଼ିତ ବା ରାଜନୀତିକ କ୍ରିୟା-କଳାପରେ ଭାଗ ନେଇଥାନ୍ତି
ଉଦାହରଣ :
ଭାରତରେ ରାଜନୀତିକ ଦଳ ସଂଖ୍ୟା କୁକୁର ମୂତିବାପରି ବଢ଼ିବାରେ ଲାଗିଛି
ସମକକ୍ଷ : ରଜନୈତିକ ଦଳ, ରାଜନୀତିକ ଦଳ
ଅର୍ଥ : ଯେଉଁ ବ୍ୟକ୍ତି ନ୍ୟାୟାଳୟର ମୋକଦ୍ଦମାରେ ସାମିଲ୍ ଥାଆନ୍ତି
ଉଦାହରଣ :
ଆଜି ଅଦାଲତରେ ପ୍ରଥମ ପକ୍ଷ ଅନୁପସ୍ଥିତ ଥିଲେ
ସମକକ୍ଷ : ପକ୍ଷ