ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପୁଚ୍ଛ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପୁଚ୍ଛ   ବିଶେଷ୍ୟ

ଅର୍ଥ : ଗାଉନ ପଛର ଯେଉଁ ଲମ୍ବାଅଂଶ ଭୂଇଁକୁ ଛୁଏଁ

ଉଦାହରଣ : ବିବାହକୁ ଆସିଥିବା ବିଦେଶୀ ମହିଳାର ଗାଉନ କାନି ତଳେ ଘୁଷୁରୁଛି

ସମକକ୍ଷ : ଗାଉନ କାନି

गाउन के पीछे का लंबा भाग जो जमीन को छूता है।

शादी में आई विदेशी महिला का पुछल्ला जमीन पर घिस रहा है।
ट्रेन, पुछल्ला

Piece of cloth forming the long back section of a gown that is drawn along the floor.

The bride's train was carried by her two young nephews.
train

ଅର୍ଥ : ପକ୍ଷୀମାନଙ୍କ ବାହାର ଆବରଣକୁ ତିଆରି କରିଥିବା ହାଲୁକା ତଥା ଜଳ ନିରୋଧକ ସଂରଚନା

ଉଦାହରଣ : ପ୍ରଭୁ କୃଷ୍ଣ୍ନ ନିଜ ମୁଣ୍ଡରେ ମୟୂର ପକ୍ଷ ଧାରଣ କରୁଥିଲେ

ସମକକ୍ଷ : ପକ୍ଷ, ପର

पक्षियों के बाहरी आवरण को बनाने वाली हल्की तथा जल निरोधक संरचना।

कृष्णजी अपने सिर पर मोर पंख धारण करते थे।
पंख, पतत्र, पर, पाँख, पाँखड़ा, पांख, पाख

The light horny waterproof structure forming the external covering of birds.

feather, plumage, plume

ଅର୍ଥ : ମୟୂରର ପୁଚ୍ଛ

ଉଦାହରଣ : ଏହି ପଙ୍ଖା ମୟୂର ପୁଚ୍ଛରେ ତିଆରି

ସମକକ୍ଷ : କଳାପ, ମୟୂର ପୁଚ୍ଛ, ଶ୍ରୀଖଣ୍ଡ

मोर की पूँछ।

यह पंखा मोर पूँछ से बना है।
कलाप, पैंच, मोर पूँछ, मोरपुच्छ, शिखंड

Feather growing from the tail (uropygium) of a bird.

tail feather