ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦିଗ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦିଗ   ବିଶେଷ୍ୟ

ଅର୍ଥ : ଦିଗନ୍ତବୃତ୍ତର ଚାରିଭାଗରୁ କୌଣସି ଗୋଟିଏର ବିସ୍ତାର

ଉଦାହରଣ : ମୋ ଘର ଏ କ୍ଷେତ୍ରର ଉତ୍ତର ଦିଗରେ ପବନର ଦିଗ ବଦଳି ଯାଇଛି

ସମକକ୍ଷ : ଦିଶା

क्षितिज वृत्त के चार माने हुए विभागों में से किसी एक ओर का विस्तार।

मेरा घर यहाँ से उत्तर दिशा में है।
हवा का रुख बदल गया है।
ककुभ, ककुभा, दिक्, दिशा, रुख, रुख़

The spatial relation between something and the course along which it points or moves.

He checked the direction and velocity of the wind.
direction

ଅର୍ଥ : ଯେଉଁ ସ୍ଥାନରେ କୌଣସି କାର୍ଯ୍ୟ,ଘଟଣା ଆଦିର ଦିଗ ପରିବର୍ତ୍ତନ ହୁଏ

ଉଦାହରଣ : ଏଇଠାରୁ କାହାଣୀ ଏକ ନୂଆ ମୋଡ଼ ନେଉଛି

ସମକକ୍ଷ : ମୋଡ଼

वह स्थान जहाँ से किसी कार्य, घटना आदि की दिशा परिवर्तित होती है।

यहाँ से कहानी एक नया मोड़ लेती है।
मोड़

A movement in a new direction.

The turning of the wind.
turn, turning

ଅର୍ଥ : କୌଣସି ବିଶେଷ କାର୍ଯ୍ୟ,ପରିସ୍ଥିତି ଆଦିର ହେଉଥିବା ଘଟଣା ବା ସ୍ଥିତି

ଉଦାହରଣ : ଆପଣଙ୍କୁ ଶିକ୍ଷା ସହିତ ଉଦ୍ୟୋଗର ଦିଗ ବି ବଦଳାଇବାକୁ ପଡିବ

किसी विशेष कार्य, परिस्थिति आदि के होने या घटने की स्थिति।

आपको शिक्षा के साथ ही उद्योग की दिशा भी बदलनी होगी।
दिशा

ଅର୍ଥ : କୌଣସି ନିର୍ଦ୍ଦିଷ୍ଟ ସ୍ଥାନର ଏପାଖ ସେପାଖର ବିବରଣୀ

ଉଦାହରଣ : ଆପଣ କେଉଁ ଦିଗକୁ ଯାଉଛନ୍ତି

नियत स्थान के इधर-उधर का शेष विस्तार।

आप किस ओर जाने वाले हैं।
अलंग, अलङ्ग, ओर, तरफ, तरफ़, दिशा

A place within a region identified relative to a center or reference location.

They always sat on the right side of the church.
He never left my side.
side

ଅର୍ଥ : କୌଣସି ବସ୍ତୁ ବିଷୟରେ ଥିବା ବିଭିନ୍ନ କଥାମଧ୍ୟରୁ ଗୋଟିଏ ବିଷୟ ଯାହା ଉପରେ ଅଲଗା ଅଲଗା ବିଚାର କରିବାକୁ ପଡ଼େ

ଉଦାହରଣ : ଭାରତୀୟ ଅର୍ଥବ୍ୟବସ୍ଥାର ବିଭିନ୍ନ ଦିଗ ଉପରେ ବିଚାର କରିବା ଆବଶ୍ୟକ

ସମକକ୍ଷ : ପକ୍ଷ

किसी वस्तु के विषय में उन बातों में से एक जिस पर पृथक-पृथक विचार किया जा सकता हो या करने का प्रयोजन हो।

भारतीय अर्थव्यवस्था के विभिन्न पहलुओं पर विचार करना आवश्यक है।
पक्ष, पहलू

A distinct feature or element in a problem.

He studied every facet of the question.
aspect, facet

ଅର୍ଥ : ସେନାର କୌଣସି ପକ୍ଷ (ବାମ ବା ଡାହାଣ)

ଉଦାହରଣ : ଭାରତୀୟ ସେନା ପ୍ରଥମେ ଶତ୍ରୁସୈନ୍ୟଙ୍କ ଦକ୍ଷିଣ ଦିଗରୁ ଆକ୍ରମଣ କଲେ

ସମକକ୍ଷ : ପକ୍ଷ

सेना का कोई एक पक्ष (बायाँ या दायाँ)।

भारतीय सेना ने पहले शत्रु सेना के दाहिने बाजू पर धावा बोला।
बाज़ू, बाजू

The side of military or naval formation.

They attacked the enemy's right flank.
flank, wing