ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଡେଣା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଡେଣା   ବିଶେଷ୍ୟ

ଅର୍ଥ : ଚଢ଼େଇ ଏବଂ କିଛି କୀଟଙ୍କର ଏକ ଅଙ୍ଗ ଯାହା ଉଡ଼ିବାରେ ସହାୟକ

ଉଦାହରଣ : ଶିକାରୀ ଖଣ୍ଡାରେ ପକ୍ଷୀର ଦୁଇଟି ଯାକ ଡେଣା କାଟିଦେଲା

ସମକକ୍ଷ : ପଂଖ, ପକ୍ଷ, ପର

चिड़ियों, कुछ कीटों आदि का एक अंग जो उड़ने में सहायक होता है।

शिकारी ने तलवार से पक्षी के दोनों पंख काट दिए।
छद, डैना, तनूरुह, पंख, पक्ष, पतत्र, पर, पाँख, पांख, पाख

A movable organ for flying (one of a pair).

wing

ଅର୍ଥ : ପକ୍ଷୀର ଡେଣା

ଉଦାହରଣ : ରାବଣ ଜଟାୟୁର ଡେଣା କାଟି ପକାଇଲା

ସମକକ୍ଷ : ପକ୍ଷ

पक्षी का पंख।

रावण ने जटायू के बाजू काट डाले।
बाज़ू, बाजू

Wing of a bird.

pennon, pinion