ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିଶ୍ୱାସଘାତୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିଶ୍ୱାସଘାତୀ   ବିଶେଷ୍ୟ

ଅର୍ଥ : ଯେ ବିଶ୍ୱାସଘାତ କରେ

ଉଦାହରଣ : ବିଶ୍ୱାସଘାତୀମାନଙ୍କୁ ବିଶ୍ୱାସ କରିବା ଉଚିତ ନୁହେଁ

ସମକକ୍ଷ : ଦଗାବାଜ୍, ନିମକ ହାରାମ୍

वह जो विश्वासघात करे।

विश्वासघातियों पर विश्वास करना ही नहीं चाहिए।
अपघातक, अपघाती, गद्दार, ग़द्दार, जोग, दग़ाबाज़, दगाबाज, नमक हराम, नमकहराम, बेवफ़ा, बेवफा, मीठी-छुरी, योग, विश्वासघाती

A disloyal person who betrays or deserts his cause or religion or political party or friend etc..

apostate, deserter, ratter, recreant, renegade, turncoat

ବିଶ୍ୱାସଘାତୀ   ବିଶେଷଣ

ଅର୍ଥ : ବିଶ୍ୱାସଘାତକତା କରିବା ବ୍ୟକ୍ତି

ଉଦାହରଣ : ଇତିହାସ ସାକ୍ଷୀ ଯେ ସମାଜରେ ବିଶ୍ୱାସଘାତୀମାନଙ୍କର ଅଭାବ ନାହିଁ ବିଶ୍ୱାସଘାତୀ ସମୁଦ୍ର ବେଳେ ବେଳେ ନାବିକମାନଙ୍କୁ ଭସାଇ ନେଇଯାଏ

ସମକକ୍ଷ : ଛଳନାପୂର୍ଣ୍ଣ, ଠକ, ନିର୍ଦ୍ଦୟ, ପ୍ରତାରକ

विश्वासघात करनेवाला।

इतिहास साक्षी है कि समाज में कभी भी विश्वासघाती लोगों की कमी नहीं रही है।
बेवफ़ा समुद्र कभी-कभी नाविकों को बहा ले जाता है।
अपघातक, अपघाती, गद्दार, ग़द्दार, दग़ाबाज़, दगाबाज, दगैल, नमक हराम, नमकहराम, बेवफ़ा, बेवफा, विश्वासघाती

Having the character of, or characteristic of, a traitor.

The faithless Benedict Arnold.
A lying traitorous insurrectionist.
faithless, traitorous, treasonable, treasonous, unfaithful