ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରତାରକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରତାରକ   ବିଶେଷ୍ୟ

ଅର୍ଥ : ଧୋକା ଦେବା ବ୍ୟକ୍ତି

ଉଦାହରଣ : ଆଧୁନିକ ଯୁଗରେ ଧୋକାବାଜ ଲୋକେ କମ୍ ନାହାନ୍ତି

ସମକକ୍ଷ : କପଟୀ, ଚାଲବାଜ, ଧୂର୍ତ୍ତ, ଧୋକାବାଜ

Someone who leads you to believe something that is not true.

beguiler, cheat, cheater, deceiver, slicker, trickster

ପ୍ରତାରକ   ବିଶେଷଣ

ଅର୍ଥ : ବିଶ୍ୱାସଘାତକତା କରିବା ବ୍ୟକ୍ତି

ଉଦାହରଣ : ଇତିହାସ ସାକ୍ଷୀ ଯେ ସମାଜରେ ବିଶ୍ୱାସଘାତୀମାନଙ୍କର ଅଭାବ ନାହିଁ ବିଶ୍ୱାସଘାତୀ ସମୁଦ୍ର ବେଳେ ବେଳେ ନାବିକମାନଙ୍କୁ ଭସାଇ ନେଇଯାଏ

ସମକକ୍ଷ : ଛଳନାପୂର୍ଣ୍ଣ, ଠକ, ନିର୍ଦ୍ଦୟ, ବିଶ୍ୱାସଘାତୀ

विश्वासघात करनेवाला।

इतिहास साक्षी है कि समाज में कभी भी विश्वासघाती लोगों की कमी नहीं रही है।
बेवफ़ा समुद्र कभी-कभी नाविकों को बहा ले जाता है।
अपघातक, अपघाती, गद्दार, ग़द्दार, दग़ाबाज़, दगाबाज, दगैल, नमक हराम, नमकहराम, बेवफ़ा, बेवफा, विश्वासघाती

Having the character of, or characteristic of, a traitor.

The faithless Benedict Arnold.
A lying traitorous insurrectionist.
faithless, traitorous, treasonable, treasonous, unfaithful

ଅର୍ଥ : ବାହାନା କରିବା ବା ବାହାନା ଦେଖେଇବା

ଉଦାହରଣ : ଶ୍ୟାମ ଏକ ଛଳନାପୂର୍ଣ୍ଣ ଲୋକ

ସମକକ୍ଷ : ଛଳନାପୂର୍ଣ୍ଣ, ବାହାନାବାଜ, ଶଠ

बहाना करनेवाला या बनानेवाला।

श्याम एक बहानेबाज आदमी है।
बहानेबाज, बहानेबाज़, हीलेबाज, हीलेबाज़

ଅର୍ଥ : କାହାକୁ କିଛି ଦେବାର ଆଶ୍ୱାସନା ଦେଇ ମଧ୍ୟ ନଦେବା ଲୋକ

ଉଦାହରଣ : ରମେଶ ଭଣ୍ଡ, ଆପଣ ତାଠାରୁ କିଛି ପାଇବାର ଆଶା ଛାଡ଼ି ଦିଅନ୍ତୁ

ସମକକ୍ଷ : ଠକ, ଧୂର୍ତ୍ତ, ଭଣ୍ଡ, ଶଠ

किसी को कुछ देने का आश्वासन देकर भी न देने वाला।

रमेश रागारु है, आप उससे कुछ पाने की आशा छोड़ दिजिए।
रागारु