ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଠକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଠକ   ବିଶେଷ୍ୟ

ଅର୍ଥ : ବହୁତ ଧୁର୍ତ୍ତ ବ୍ୟକ୍ତି

ଉଦାହରଣ : ତୁମଭଳି ଠକଠାରୁ ଦୂରରେ ରହିବା ଉଚିତ୍‌

वह व्यक्ति जो बहुत ही धूर्त हो।

तुम जैसे काँइया से दूर रहना ही ठीक है।
काँइया, काइयाँ, काग, कौआ, शातिर

A deceitful and unreliable scoundrel.

knave, rapscallion, rascal, rogue, scalawag, scallywag, varlet

ଅର୍ଥ : ଠକୁଥିବା ବ୍ୟକ୍ତି

ଉଦାହରଣ : ପୋଲିସ ଦଗାବାଜଙ୍କ ଅନ୍ୱେଷଣରେ ଅଛି

ସମକକ୍ଷ : ଦଗାବାଜ, ଧୂର୍ତ୍ତ, ଶଠ

तिकड़म करने वाला व्यक्ति।

पुलिस तिकड़मबाजों की खोज में है।
तिकड़मबाज, तिकड़मबाज़

A person skilled in maneuvering.

maneuverer, manoeuvrer

ଅର୍ଥ : ଯେ ଛଳ କିମ୍ବା ଧୂର୍ତ୍ତତାରେ ଅନ୍ୟର ଜିନିଷ ନେଇଯାଏ

ଉଦାହରଣ : ମୋହନ ବହୁତ ବଡ଼ ଠକ, ତାଠାରୁ ଦୂରରେ ରୁହ

ସମକକ୍ଷ : ପ୍ରବଞ୍ଚକ

वह जो छल और धूर्तता से दूसरों का माल ले लेता हो।

मोहन बहुत बड़ा ठग है उससे बचकर रहना।
ठग, ढास, प्रतारक, प्रवंचक, प्रवञ्चक

Someone who commits crimes for profit (especially one who obtains money by fraud or extortion).

racketeer

ଠକ   ବିଶେଷଣ

ଅର୍ଥ : ବିଶ୍ୱାସଘାତକତା କରିବା ବ୍ୟକ୍ତି

ଉଦାହରଣ : ଇତିହାସ ସାକ୍ଷୀ ଯେ ସମାଜରେ ବିଶ୍ୱାସଘାତୀମାନଙ୍କର ଅଭାବ ନାହିଁ ବିଶ୍ୱାସଘାତୀ ସମୁଦ୍ର ବେଳେ ବେଳେ ନାବିକମାନଙ୍କୁ ଭସାଇ ନେଇଯାଏ

ସମକକ୍ଷ : ଛଳନାପୂର୍ଣ୍ଣ, ନିର୍ଦ୍ଦୟ, ପ୍ରତାରକ, ବିଶ୍ୱାସଘାତୀ

विश्वासघात करनेवाला।

इतिहास साक्षी है कि समाज में कभी भी विश्वासघाती लोगों की कमी नहीं रही है।
बेवफ़ा समुद्र कभी-कभी नाविकों को बहा ले जाता है।
अपघातक, अपघाती, गद्दार, ग़द्दार, दग़ाबाज़, दगाबाज, दगैल, नमक हराम, नमकहराम, बेवफ़ा, बेवफा, विश्वासघाती

Having the character of, or characteristic of, a traitor.

The faithless Benedict Arnold.
A lying traitorous insurrectionist.
faithless, traitorous, treasonable, treasonous, unfaithful

ଅର୍ଥ : କାହାକୁ କିଛି ଦେବାର ଆଶ୍ୱାସନା ଦେଇ ମଧ୍ୟ ନଦେବା ଲୋକ

ଉଦାହରଣ : ରମେଶ ଭଣ୍ଡ, ଆପଣ ତାଠାରୁ କିଛି ପାଇବାର ଆଶା ଛାଡ଼ି ଦିଅନ୍ତୁ

ସମକକ୍ଷ : ଧୂର୍ତ୍ତ, ପ୍ରତାରକ, ଭଣ୍ଡ, ଶଠ

किसी को कुछ देने का आश्वासन देकर भी न देने वाला।

रमेश रागारु है, आप उससे कुछ पाने की आशा छोड़ दिजिए।
रागारु

ଅର୍ଥ : ଦଗାବାଜୀ କରୁଥିବା ବ୍ୟକ୍ତି

ଉଦାହରଣ : ପୋଲିସ ଦଗାବାଜ ରମେଶକୁ ଧରି ନେଇଗଲା

ସମକକ୍ଷ : ଦଗାବାଜ, ଧୂର୍ତ୍ତ, ଶଠ

तिकड़म करने वाला।

पुलिस तिकड़मबाज रमेश को पकड़ कर ले गई है।
तिकड़मबाज, तिकड़मबाज़