ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହୃଦୟହୀନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହୃଦୟହୀନ   ବିଶେଷଣ

ଅର୍ଥ : ଯାହାଠାରେ ମାୟା ମମତା ନାହିଁ

ଉଦାହରଣ : ନିର୍ଦ୍ଦୟ କଂସେଇ ହିଁ ଜୀବ ମାନଙ୍କର ହତ୍ୟା କରିପାରେ

ସମକକ୍ଷ : ନିର୍ଦ୍ଦୟ, ନିର୍ମମ

जिसे ममता या मोह न हो।

निर्मोही कसाई ही जीवों की हत्या कर सकता है।
अमोही, जहक, निर्मम, निर्मोही

Showing unfeeling resistance to tender feelings.

His flinty gaze.
The child's misery would move even the most obdurate heart.
flint, flinty, granitic, obdurate, stony

ଅର୍ଥ : ଯାହାର ଜନ୍ମରୁ ହୃଦୟ ନାହିଁ

ଉଦାହରଣ : ହୃଦୟହୀନ ପିଲାର ହୃଦୟ ପ୍ରତିରୋପଣ ହୋଇ ପାରିବ ଯେବେ ହୃଦୟ ଦେଲାବାଲା ଏକାଣ୍ଡଜ ହୋଇଥିବ

जिसमें जन्मजात हृदय न हो।

हृदयहीन बच्चे में हृदय का प्रत्यारोपण तभी हो सकता है जब हृदय देनेवाला एकाण्डज हो।
अहृदय, हृदयहीन