ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରବେଶ କରାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରବେଶ କରାଇବା   କ୍ରିୟାପଦ

ଅର୍ଥ : ପ୍ରବେଶ କରିବା କାମ ଅନ୍ୟ କାହାଦ୍ୱାରା କରାଇବା

ଉଦାହରଣ : ସେ ଚୌକିଦାରଦ୍ୱାରା ମୋତେ ବଗିଚାରେ ପ୍ରବେଶ କରାଇଲା

घुसाने का काम किसी और से कराना।

उसने चौकीदार द्वारा मुझे बाग में घुसवाया।
घुसवाना

ଅର୍ଥ : କୌଣସି ନିଶ୍ଚିତ ସୀମା, ସ୍ଥାନ ଆଦି ଭିତରକୁ ପଶାଇବା

ଉଦାହରଣ : ସେ ଜବରଦସ୍ତି ଦୁଇଜଣ ଲୋକଙ୍କୁ ସିନେମା ଘରେ ଭର୍ତ୍ତି କରାଇଦେଲା

ସମକକ୍ଷ : ଭର୍ତ୍ତି କରାଇବା

किसी निश्चित सीमा, स्थान आदि के भीतर करना।

उसने जबरदस्ती दो लोगों को सिनेमा-घर में घुसा दिया।
घुसाना, पहुँचाना, पहुंचाना, पैठाना, प्रविष्ट कराना, प्रवेश कराना

ଅର୍ଥ : ଆଘାତ ପାଇ ପ୍ରବେଶ କରିବା

ଉଦାହରଣ : ଅତି କଷ୍ଟରେ କାନ୍ଥରେ କଣ୍ଟା ଠୁକିଲି

ସମକକ୍ଷ : ଠୁକିବା, ପିଟିବା

आघात पाकर धँसना।

बहुत मुश्किल से दीवार में कील ठुकी।
ठुकना