ଅର୍ଥ : ଦାନା ଆଦି ଅଲଗା କରିବାପାଇଁ ଧାନ ଆଦିର କେଣ୍ଡାକୁ ଝାଡ଼ିବା
ଉଦାହରଣ :
ସେ ବାଡ଼ିଆ କରିବାକୁ ମନା କରିଦେଲା
ସମକକ୍ଷ : ବାଡ଼ିଆ
ଅର୍ଥ : ଆଘାତଦ୍ୱାରା କୌଣସି ବସ୍ତୁକୁ ଚେପଟା କରିବା
ଉଦାହରଣ :
କମାର ଲୁହା ଉପକରଣ ତିଆରିକରିବା ସମୟରେ ତାକୁ ଗରମ କରି ପିଟିଥାଏ
ସମକକ୍ଷ : ପିଟିବା
ଅର୍ଥ : ଗୋଟିଏ ବସ୍ତୁ ଆଉ ଗୋଟିଏ ବସ୍ତୁ ଉପରେ ବାଡ଼େଇହେବା
ଉଦାହରଣ :
ବସ୍ଚାଳକ ବସ୍କୁ ଗଛରେ ବାଡ଼େଇ ଦେଲା
ସମକକ୍ଷ : ଧକ୍କାଦେବା
ଅର୍ଥ : ଧଡ଼ଧଡ଼ ଶବ୍ଦ ଉତ୍ପନ୍ନ କରିବା
ଉଦାହରଣ :
ସେ ଦଶ ମିନିଟ ହେଲା କବାଟ ଠକଠକ କରୁଛି
ସମକକ୍ଷ : ଠକଠକ କରିବା, ଧକ୍କା ମାରିବା, ଧଡ଼ଧଡ଼ କରିବା
ଅର୍ଥ : କାହାରି ଉପରେ ଅନ୍ୟ କିଛି ବସ୍ତୁଆଦିରେ ଆଘାତ କରିବା
ଉଦାହରଣ :
ସିପାହୀ ଚୋରକୁ ଲାଠିରେ ପିଟୁଛି ସେ ପିଲାଟିକୁ ଗୋଟେ ଚଟକଣି ପକାଇଲା
ସମକକ୍ଷ : ଚଟକଣି ଦେବା, ଚଟକଣି ପକେଇବା, ଧୁଲେଇକରିବା, ପିଟିବା, ପ୍ରହାର କରିବା, ମାରିବା
ଅର୍ଥ : ଆଘାତ କରି ଧଡ଼ଧଡ଼ ଶବ୍ଦ ଉତ୍ପନ୍ନ କରିବା
ଉଦାହରଣ :
ସେ ଦଶ ମିନିଟ ହେଲା କବାଟ ଠକଠକ କରୁଛି
ସମକକ୍ଷ : ଠକଠକ କରିବା, ଧଡ଼ଧଡ଼ କରିବା