ଅର୍ଥ : କୌଣସି ବସ୍ତୁ, ବ୍ୟକ୍ତି ବା କୌଣସି ଭାଗକୁ ଯୋରରେ ଉଚ୍ଚ ସ୍ଥାନରୁ ତଳକୁ ପକାଇବା
ଉଦାହରଣ :
ପିଲାଟି ଖେଳନାକୁ ପିଟୁଥିଲା
ସମକକ୍ଷ : କଚାଡ଼ିବା
ଅର୍ଥ : ଆଘାତଦ୍ୱାରା କୌଣସି ବସ୍ତୁକୁ ଚେପଟା କରିବା
ଉଦାହରଣ :
କମାର ଲୁହା ଉପକରଣ ତିଆରିକରିବା ସମୟରେ ତାକୁ ଗରମ କରି ପିଟିଥାଏ
ସମକକ୍ଷ : ବାଡ଼େଇବା
ଅର୍ଥ : କାହାରି ଉପରେ ଅନ୍ୟ କିଛି ବସ୍ତୁଆଦିରେ ଆଘାତ କରିବା
ଉଦାହରଣ :
ସିପାହୀ ଚୋରକୁ ଲାଠିରେ ପିଟୁଛି ସେ ପିଲାଟିକୁ ଗୋଟେ ଚଟକଣି ପକାଇଲା
ସମକକ୍ଷ : ଚଟକଣି ଦେବା, ଚଟକଣି ପକେଇବା, ଧୁଲେଇକରିବା, ପ୍ରହାର କରିବା, ବାଡ଼େଇବା, ମାରିବା
ଅର୍ଥ : ଚମଡ଼ା ଆଚ୍ଛାଦିତ କୌଣସି ବାଦ୍ୟକୁ କାଠି ଆଦିଦ୍ୱାରା ବଜାଇବା
ଉଦାହରଣ :
ମାଙ୍କଡ଼ିଆ ଢୋଲ ପିଟୁଛି
ସମକକ୍ଷ : ବଜାଇବା
ଅର୍ଥ : ଆଘାତ ପାଇ ପ୍ରବେଶ କରିବା
ଉଦାହରଣ :
ଅତି କଷ୍ଟରେ କାନ୍ଥରେ କଣ୍ଟା ଠୁକିଲି
ସମକକ୍ଷ : ଠୁକିବା, ପ୍ରବେଶ କରାଇବା