ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଝୁଙ୍କିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଝୁଙ୍କିବା   କ୍ରିୟାପଦ

ଅର୍ଥ : ଉପରିଭାଗର ତଳ ଆଡ଼କୁ କିଛି ଝୁଙ୍କିଯିବା

ଉଦାହରଣ : ଫଳରେ ପୂର୍ଣ୍ଣ ଗଛଟି ନଇଁଗଲା

ସମକକ୍ଷ : ଅବନମିତ ହେବା, ନଇଁବା

ऊपरी भाग का नीचे की ओर कुछ लटक आना।

फलों से लदा वृक्ष झुक गया।
अवनमित होना, झुकना, झुका होना, नमना, नमित होना, नवना

To incline or bend from a vertical position.

She leaned over the banister.
angle, lean, slant, tilt, tip

ଅର୍ଥ : କୌଣସି ପଦାର୍ଥର ଗୋଟିଏ ବା ଦିଓଟି ଧାର ଅନ୍ୟ ଆଡ଼କୁ ପ୍ରବୃତ୍ତ ହେବା

ଉଦାହରଣ : ବୟସ ହେଲେ ଅଣ୍ଟା ନଇଁଯାଏ

ସମକକ୍ଷ : ନଇଁବା, ବଙ୍କା ହେବା

किसी पदार्थ के एक अथवा दोनों छोरों का किसी ओर प्रवृत्त होना।

बुढ़ापे में कमर झुक जाती है।
झुकना, नवना

To incline or bend from a vertical position.

She leaned over the banister.
angle, lean, slant, tilt, tip

ଅର୍ଥ : କୌଣସି ବସ୍ତୁ ଆଦିର ବା ଏହାର କିଛି ଅଂଶ କେଉଁ ଆଡ଼କୁ ନଇଁବା

ଉଦାହରଣ : ସାଇକେଲ ଉପରେ ଲଦା ହୋଇଥିବା ବୋଝ ବାମ ପଟକୁ ଝୁଲୁଛି

ସମକକ୍ଷ : ଓହଳିବା, ଝୁଲିବା, ନଇଁବା

किसी वस्तु आदि का या उसके किसी भाग का किसी ओर झुकना।

साइकिल पर लदा हुआ बोझ बाँयीं ओर लटक रहा है।
लटकना

Be suspended over or hang over.

This huge rock beetles over the edge of the town.
beetle, overhang