ଅର୍ଥ : କସିବା କୋହଳ ହେବା ବା ଢିଲା ହେବା
ଉଦାହରଣ :
ଏହି ମେସିନର ସବୁ ପାର୍ଟସ୍ ହଲୁଛି
ଅର୍ଥ : ବାରମ୍ବାର ଆଗପଛ, ତଳଉପର ବା ଏପାଖ ସେପାଖ ହେବା
ଉଦାହରଣ :
ସବୁଜଫସଲ ପବନରେ ଦୋଳି ଖେଳୁଛି
ସମକକ୍ଷ : ଦୋଳି ଖେଳିବା, ଲହରୀ ଭାଙ୍ଗିବା, ଲହରୀଖେଳିବା
ଅର୍ଥ : ନିଶାରେ ମୁଣ୍ଡ ଓ ଦେହକୁ ଆଗପଛ ଓ ଏପାଖ ସେପାଖ କରି ହଲେଇବା
ଉଦାହରଣ :
ପିଲାଏ ମସ୍ତିରେ ଝୁଲୁଥିଲେମଦୁଆ ଲୋକ ମଦ ନିଶାରେ ଝୁଲୁଛି
ସମକକ୍ଷ : ଝୁଲିବା
ଅର୍ଥ : ନିଜ ଜାଗାରୁ ଅଳ୍ପ ଆଗକୁ ବଢ଼ିବା ବା ଏପାଖ ସେପାଖ ହେବା
ଉଦାହରଣ :
କହିବାପରେ ମଧ୍ୟ ସେ ନିଜ ଜାଗାରୁ ହଲିଲା ନାହିଁ
ସମକକ୍ଷ : ହଟିବା