ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦୋଳନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦୋଳନ   ବିଶେଷ୍ୟ

ଅର୍ଥ : ଝୁଲିବା ସମୟରେ ଝୁଲାର ଗୋଟିଏ ଆଡ଼ୁ ଅନ୍ୟ ଆଡ଼କୁ ଯିବାର ପ୍ରକ୍ରିୟା

ଉଦାହରଣ : ଝୁଲା ବହୁତ ଉଚ୍ଚରେ ଦୋଳନ ନେଉଛି

झूलने के समय झूले की एक ओर से दूसरी ओर जाने की क्रिया।

झूला बहुत ऊँची पेंग ले रहा है।
पेंग, रमक

ଅର୍ଥ : କୌଣସି ଆଧାରର ସହାୟତାରେ ଝୁଲି ଆଗପଛ ବା ଏପଟସେପଟ ଦୋଳାୟମାନ ହେବାର ପ୍ରକ୍ରିୟା

ଉଦାହରଣ : ଘଣ୍ଟାର ଦୋଳକର ଦୋଳନ ବନ୍ଦ ହେବାର ଅର୍ଥ ଘଣ୍ଟା ବନ୍ଦ ହୋଇଯାଇଛି

ସମକକ୍ଷ : ଝୁଲିବା

किसी आधार के सहारे लटकर आगे-पीछे या इधर-उधर हिलने की क्रिया।

घड़ी के दोलक का दोलन रुकने का अर्थ है कि घड़ी बंद हो गई है।
झूलना, दोलन