ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରଫୁଲ୍ଲତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରଫୁଲ୍ଲତା   ବିଶେଷ୍ୟ

ଅର୍ଥ : ପ୍ରସନ୍ନ ଅବସ୍ଥା ବା ଭାବ

ଉଦାହରଣ : ରାମର ମୁହଁରେ ପ୍ରସନ୍ନତା ଉକୁଟି ଉଠୁଥିଲା ଆପଣଙ୍କ ସହ ସାକ୍ଷାତ କରି ମୁଁ ଖୁସି ହେଲି

ସମକକ୍ଷ : ଆନନ୍ଦତା, ଖୁସି, ପ୍ରସନ୍ନତା

प्रसन्न होने की अवस्था या भाव।

राम के चेहरे पर प्रसन्नता झलक रही थी।
आपसे मिलकर मुझे ख़ुशी हुई।
आनंद, आनंदता, आनन्द, आनन्दता, ख़ुशी, खुशी, तफरीह, तफ़रीह, परितोष, प्रफुल्लता, प्रसन्नता, फरहत, बहाली, रज़ा, रजा, शादमनी, हर्ष, हृष्टि

The quality of being cheerful and dispelling gloom.

Flowers added a note of cheerfulness to the drab room.
cheer, cheerfulness, sunniness, sunshine

ଅର୍ଥ : ପ୍ରସନ୍ନ ହେବାର ଅବସ୍ଥା ବା ଭାବ

ଉଦାହରଣ : ତୁମ ପ୍ରସନ୍ନତାର ସମସ୍ତେ ପ୍ରଶଂସା କରନ୍ତି

ସମକକ୍ଷ : ଉତଫୁଲ୍ଲତା, ପ୍ରସନ୍ନତା, ସହାସ୍ୟତା

जिंदादिल होने की अवस्था या भाव।

तुम्हारी जिंदादिली की सभी प्रशंसा करते हैं।
ज़िंदादिली, ज़िन्दादिली, जिंदादिली, जिन्दादिली